ବଜ୍ରାଘାତରେ ଜଗନ୍ନାଥ ମନ୍ଦିରର ଦଧିନଉଡି ଫାଟିଲା, ଶିବ ଲିଙ୍ଗ ଗର୍ଭ ଫାଟିଲା

Advertisment

ଭଦ୍ରକରେ ବଜ୍ରାଘାତ ଯୋଗୁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିର ଦଧୀନଉଡିର କିଛି ଅଂଶ ଫାଟିଥିବା ବେଳେ ପାର୍ଶ୍ୱରେ ଥିବା ଶିବ ମନ୍ଦିରର ଶିବ ଲିଙ୍ଗର ଗର୍ଭ ଫାଟି ଯାଇଥିଲା।

ଭଦ୍ରକରେ ବଜ୍ରାଘାତ ଯୋଗୁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିର ଦଧୀନଉଡିର କିଛି ଅଂଶ ଫାଟିଥିବା ବେଳେ ପାର୍ଶ୍ୱରେ ଥିବା ଶିବ ମନ୍ଦିରର ଶିବ ଲିଙ୍ଗର ଗର୍ଭ ଫାଟି ଯାଇଥିଲା।

bh

ଭଦ୍ରକ: ଗତକାଲି ଅପରାହ୍ନରେ ଭଦ୍ରକରେ ହୋଇଥିବା କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ସହ ବଜ୍ରାଘାତ ହୋଇଥିଲା | ଏହି ବଜ୍ରାଘାତ ଯୋଗୁ ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ଜଗନ୍ନାଥ ମନ୍ଦିର ଦଧୀନଉଡିର କିଛି ଅଂଶ ଫାଟିଥିବା ବେଳେ ପାର୍ଶ୍ୱରେ ଥିବା ଶିବ ମନ୍ଦିରର ଶିବ ଲିଙ୍ଗର ଗର୍ଭ ଫାଟି ଯାଇଥିଲା।

mk

 ବଜ୍ରପାତ ଏତେ ଜୋରରେ ହୋଇଥିଲା ଯେ କିଛି ଲୋକଙ୍କର ଘରର ଝରକା କବାଟ ଦୋହଲି ଯାଇଥିଲା। ଅନେକ ଲୋକଙ୍କର ଘରେ ଇଲେଟ୍ରି ସୁଇଚି ବୋର୍ଡ ପୋଡିଯାଇଥିବା ବି ଦେଖିବାକୁ ମିଳିଛି।

 ବଜ୍ରପାତ ଏତେ ଜୋରରେ ହୋଇଥିଲା ଯେ କିଛି ଲୋକଙ୍କର ଘରର ଝରକା କବାଟ ଦୋହଲି ଯାଇଥିଲା। ଅନେକ ଲୋକଙ୍କର ଘରେ ଇଲେଟ୍ରି ସୁଇଚି ବୋର୍ଡ ପୋଡିଯାଇଥିବା ବି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe