ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶ

ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l

gopal

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ l

ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି l ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି l ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ l

ସେ ମଧ୍ୟ ଜଣେ ଭଲ ଅଭିନେତା ଥିଲେ l ଫୁଲ ଚନ୍ଦନ, ଜାଇଫୁଲ, ପୂଜାଫୁଲ, ଶଙ୍ଖାସିନ୍ଦୂର ଆଦି ସିନେମାର ଅନ୍ୟତମ ନାୟିକା ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଜୟାସ୍ୱାମୀ ତାଙ୍କର ପତ୍ନୀ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe