ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ: ଗାଡ଼ି ସହ ତଳକୁ ଖସିପଡ଼ିଲେ ଚାଳକ

Advertisment

ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

puri dhh

ପୁରୀ: ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ। ପାର୍କିଂରୁ ଖସିପଡିଲା ଗାଡ଼ି, ଚାଳକ ଗୁରୁତର। ଶ୍ରୀସେତୁ ସଂଲଗ୍ନ ଜଗନ୍ନାଥ ବଲ୍ଲଭ ପାର୍କିଂରେ କାର୍ ପାର୍କିଂ କରିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚାଳକ ଗାଡ଼ି ସହ ତଳକୁ ଖସିପଡ଼ିଥିଲେ। ଏହାପରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସାବଧାନତା ଯୋଗୁଁ ଗାଡ଼ି ତଳକୁ ଖସିପଡ଼ିଥିବା କୁହାଯାଉଛି।

ଚାଳକ ଗାଡ଼ି ସହ ତଳକୁ ଖସିପଡ଼ିଥିଲେ। ଏହାପରେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସାବଧାନତା ଯୋଗୁଁ ଗାଡ଼ି ତଳକୁ ଖସିପଡ଼ିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe