ଝାରସୁଗୁଡ଼ା ବିମାନ ବନ୍ଦର ଭିଏଚଏଫ୍‌ ନିକଟରୁ ଆର୍ଥିଂ ତାର ଚୋରି

Advertisment

ଭିଏଚ୍‌ଏଫ୍‌ ଓମିନି ରେଞ୍ଜ ଇକ୍ବିପମେଣ୍ଟ ସାଇଟ୍‌ରେ ଲାଗିଥିବା ଆର୍ଥିଂ ତାରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ବିମାନ ବନ୍ଦରର ବରିଷ୍ଠ ମ୍ୟାନେଜର ଦୀପକ କୁମାର ଥାନାରେ ଏତଲା ‌ଦେଇଥିବା ବେଳେ ବିମାନ ବନ୍ଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଭିଏଚ୍‌ଏଫ୍‌ ଓମିନି ରେଞ୍ଜ ଇକ୍ବିପମେଣ୍ଟ ସାଇଟ୍‌ରେ ଲାଗିଥିବା ଆର୍ଥିଂ ତାରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ବିମାନ ବନ୍ଦରର ବରିଷ୍ଠ ମ୍ୟାନେଜର ଦୀପକ କୁମାର ଥାନାରେ ଏତଲା ‌ଦେଇଥିବା ବେଳେ ବିମାନ ବନ୍ଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡା ବିମାନବନ୍ଦରକୁ  ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦରରେ ସୁରକ୍ଷା ତ୍ରୁଟିକୁ ନେଇ ବାରମ୍ବାର ଅଙ୍ଗୁଳି ଉଠିଆସିଛି। ଏବେ ଦେଶରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି‌‌ରେ ବିମାନ ବନ୍ଦରଗୁଡ଼ିକର ସୁରକ୍ଷାକୁ ବୃଦ୍ଧି କରାଯାଇଥିବା ବେଳେ ଝାରସୁଗୁଡ଼ା ବିମାନ ବନ୍ଦରରେ ଏହି ସମୟରେ ବି ସୁରକ୍ଷାରେ ତ୍ରୁଟିକୁ ନେଇ ବଡ଼ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ବିମାନ ବନ୍ଦର ରନ୍‌‌ୱେ ନିକଟରେ ଥିବା ଭିଏଚ୍‌ଏଫ୍‌ ଓମିନି ରେଞ୍ଜ ଇକ୍ବିପମେଣ୍ଟ ସାଇଟ୍‌ରେ ଲାଗିଥିବା ଆର୍ଥିଂ ତାରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ବିମାନ ବନ୍ଦରର ବରିଷ୍ଠ ମ୍ୟାନେଜର ଦୀପକ କୁମାର ଥାନାରେ ଏତଲା ‌ଦେଇଥିବା ବେଳେ ବିମାନ ବନ୍ଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ବିମାନ ବନ୍ଦର ରନ୍‌‌ୱେ ନିକଟରେ ଥିବା ଭିଏଚ୍‌ଏଫ୍‌ ଓମିନି ରେଞ୍ଜ ଇକ୍ବିପମେଣ୍ଟ ସାଇଟ୍‌ରେ ଲାଗିଥିବା ଆର୍ଥିଂ ତାରକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜଣାପଡ଼ିଛି। ଏନେଇ ବିମାନ ବନ୍ଦରର ବରିଷ୍ଠ ମ୍ୟାନେଜର ଦୀପକ କୁମାର ଥାନାରେ ଏତଲା ‌ଦେଇଥିବା ବେଳେ ବିମାନ ବନ୍ଦର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆର୍ଥିଂ ତାର ଚୋରି ହୋଇଥିବା ସ୍ଥାନ ବିମାନ ବନ୍ଦରର ପାଚେରି ଭିତରେ ଥିବା ବେଳେ ଚତୁର୍ଦିଗରେ ସୁରକ୍ଷା କର୍ମୀ ବି ନିୟୋଜିତ ହୋଇଛନ୍ତି। ଏଭଳି ସ୍ଥିତିରେ ସୁରକ୍ଷା କର୍ମୀଙ୍କ ଆଖି‌ରେ ଧୂଳି ‌ଦେଇ କିଭଳି ଭିତରୁ ତାର ଚୋରି ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆର୍ଥିଂ ତାର ଚୋରି ହୋଇଥିବା ସ୍ଥାନ ବିମାନ ବନ୍ଦରର ପାଚେରି ଭିତରେ ଥିବା ବେଳେ ଚତୁର୍ଦିଗରେ ସୁରକ୍ଷା କର୍ମୀ ବି ନିୟୋଜିତ ହୋଇଛନ୍ତି। ଏଭଳି ସ୍ଥିତିରେ ସୁରକ୍ଷା କର୍ମୀଙ୍କ ଆଖି‌ରେ ଧୂଳି ‌ଦେଇ କିଭଳି ଭିତରୁ ତାର ଚୋରି ହେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୋରି ସମୟରେ ଓ ଚୋରି ଜିନିଷ ନେବା ସମୟରେ ବିମାନ ବନ୍ଦରର ସୁରକ୍ଷା କର୍ମୀ କ’ଣ କରୁଥିଲେ, ଏହି ଚୋରିରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କର ସମ୍ପୃକ୍ତି ନାହିଁ ତ ‌ବୋଲି ବି ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe