ବ୍ରଜରାଜନଗର ଟ୍ରକ ମାଲିକ ସଂଘ ସାଧାରଣ  ନିର୍ବାଚନ:  ସଭାପତି ଅମୀୟ ସାମଲ ଓ ସାଧାରଣ ସମ୍ପାଦକ ରାଜା ପୁରୋହିତ

Advertisment

ଚଳିତ ନିର୍ବାଚନରେ ସଂଘର ସଭାପତି ଭାବେ ଅମୀୟ ସାମଲ  ନିର୍ବାଚିତ ହୋଇଛନ୍ତି। ସେହିପରି ସଂଘର  ସାଧାରଣ ସମ୍ପାଦକ ଭାବେ ରାଜା ପୁରୋହିତ ନିର୍ବାଚିତ ହୋଇଛନ୍ତି।

ଚଳିତ ନିର୍ବାଚନରେ ସଂଘର ସଭାପତି ଭାବେ ଅମୀୟ ସାମଲ  ନିର୍ବାଚିତ ହୋଇଛନ୍ତି। ସେହିପରି ସଂଘର  ସାଧାରଣ ସମ୍ପାଦକ ଭାବେ ରାଜା ପୁରୋହିତ ନିର୍ବାଚିତ ହୋଇଛନ୍ତି।

1504be64-b226-460c-8b75-0e482928d9b0

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘର ସାଧାରଣ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ୭୧୭ ସଦସ୍ୟ ବିଶିଷ୍ଟ ଏହି ନିର୍ବାଚନରେ ୬୪୮ ଜଣ ଭୋଟ ଦେଇଥିଲେ। ସକାଳ ୮ଟାରେ  ବି ଟି ଓ ଏ କାର୍ଯ୍ୟାଳୟ ପରିସରରେ  କଡ଼ା ସୁରକ୍ଷା ମଧ୍ୟରେ ମତଦାନ ହୋଇଥିଲା।  ଅପରାହ୍ନ ୪ଟାରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇଥିଲା।   ମତଦାନ କାର୍ଯ୍ୟ  ୩ ଟି ବୁଥ ରେ କରାଯାଇଥିଲା। 
 

5f604795-c49b-4f36-87d9-1cd55ef486af

ଚଳିତ ନିର୍ବାଚନରେ ସଂଘର ସଭାପତି ଭାବେ ଅମୀୟ ସାମଲ  ନିର୍ବାଚିତ ହୋଇଛନ୍ତି। ଶ୍ରୀ ସାମଲ ତାଙ୍କର ନିକଟତମ  ପ୍ରତିଦ୍ୱନ୍ଦ୍ବୀ  ଦେବା ଦାଶ ଙ୍କୁ  ୪୫  ଭୋଟ ରେ ପରାସ୍ତ କରିଛନ୍ତି।ଶ୍ରୀ ସାମଲଙ୍କୁ ୨୭୫ ଖଣ୍ଡ ଭୋଟ ମିଳିଥିବା ସମୟରେ  ଶ୍ରୀ ଦାଶଙ୍କୁ  ୨୩୦ ଖଣ୍ଡ  ଭୋଟ ମିଳିଛି ।  ସେହିପରି ସଂଘର  ସାଧାରଣ ସମ୍ପାଦକ ଭାବେ ରାଜା ପୁରୋହିତନ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ଧନଞ୍ଜୟ  ସିଂଙ୍କୁ ୭ ଖଣ୍ଡ ଭୋଟ ରେ ପରାସ୍ତ କରିଛନ୍ତି। ଶ୍ରୀ  ପୁରୋହିତଙ୍କୁ   ୨୯୪ ଭୋଟ  ମିଳିଥିବା ସମୟରେ ଶ୍ରୀ ସିଂଙ୍କୁ ୨୮୭ ଭୋଟ ମିଳିଛି। 
 ସଂଘର ଉପସଭାପତି ପଦବୀ ରେ  ଅରୁଣ କୁମାର ଯାଦବ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ   ସଞ୍ଜୟ ରାୟଙ୍କୁ ୬୫ ଭୋଟରେ  ପରାସ୍ତ କରିଛନ୍ତି। ଅରୁଣ ଯାଦବ ଙ୍କୁ ୩୧୭ ଭୋଟ ମିଳିଥିବା ସମୟରେ  ସଞ୍ଜୟ ରାୟଙ୍କୁ  ୨୫୨ ଭୋଟ ମିଳିଛି।  ଯୁଗ୍ମ ସମ୍ପାଦକ ରେ ଆଛେ ଲାଲ ସିଂ ବିଜୟୀ ହୋଇଛନ୍ତି।  ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ମଧୁସୂଦନ ସିଂଙ୍କୁ ୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।  ଅଛେଲାଲଙ୍କୁ ୨୬୭ ଭୋଟ ମିଳିଥିବା ସମୟରେ ମଧୁସୂଦନ ସିଂଙ୍କୁ ୨୬୬ ଖଣ୍ଡ ଭୋଟ ମିଳିଛି।      କୋଷାଧ୍ୟକ୍ଷ ପଦବୀରେ   ତାରେକେଶ୍ଵର ରାୟ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ରାଜୀବ ସିଂଙ୍କୁ  ୧୧୭ ଭୋଟରେ ପରାସ୍ତ କରିଛନ୍ତି। ତାରେକେଶ୍ୱରଙ୍କୁ ୩୧୮ ଭୋଟ ପାଇଥିବା ସମୟରେ ରାଜୀବ ଙ୍କୁ୨୦୧ ଭୋଟ ମିଳିଥିବା  ନିର୍ବାଚନ ଅଧିକାରୀ ବିଶ୍ଵନାଥ ନାୟକ ସୂଚନା ଦେଇଛନ୍ତି। ନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଥିବାରୁ ନିର୍ବାଚନ ଅଧିକାରୀ ବିଶ୍ୱନାଥ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଚଳିତ ନିର୍ବାଚନରେ ସଂଘର ସଭାପତି ଭାବେ ଅମୀୟ ସାମଲ  ନିର୍ବାଚିତ ହୋଇଛନ୍ତି। ଶ୍ରୀ ସାମଲ ତାଙ୍କର ନିକଟତମ  ପ୍ରତିଦ୍ୱନ୍ଦ୍ବୀ  ଦେବା ଦାଶ ଙ୍କୁ  ୪୫  ଭୋଟ ରେ ପରାସ୍ତ କରିଛନ୍ତି।ଶ୍ରୀ ସାମଲଙ୍କୁ ୨୭୫ ଖଣ୍ଡ ଭୋଟ ମିଳିଥିବା ସମୟରେ  ଶ୍ରୀ ଦାଶଙ୍କୁ  ୨୩୦ ଖଣ୍ଡ  ଭୋଟ ମିଳିଛି ।  ସେହିପରି ସଂଘର  ସାଧାରଣ ସମ୍ପାଦକ ଭାବେ ରାଜା ପୁରୋହିତନ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ଧନଞ୍ଜୟ  ସିଂଙ୍କୁ ୭ ଖଣ୍ଡ ଭୋଟ ରେ ପରାସ୍ତ କରିଛନ୍ତି। ଶ୍ରୀ  ପୁରୋହିତଙ୍କୁ   ୨୯୪ ଭୋଟ  ମିଳିଥିବା ସମୟରେ ଶ୍ରୀ ସିଂଙ୍କୁ ୨୮୭ ଭୋଟ ମିଳିଛି। 
 ସଂଘର ଉପସଭାପତି ପଦବୀ ରେ  ଅରୁଣ କୁମାର ଯାଦବ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ   ସଞ୍ଜୟ ରାୟଙ୍କୁ ୬୫ ଭୋଟରେ  ପରାସ୍ତ କରିଛନ୍ତି। ଅରୁଣ ଯାଦବ ଙ୍କୁ ୩୧୭ ଭୋଟ ମିଳିଥିବା ସମୟରେ  ସଞ୍ଜୟ ରାୟଙ୍କୁ  ୨୫୨ ଭୋଟ ମିଳିଛି।  ଯୁଗ୍ମ ସମ୍ପାଦକ ରେ ଆଛେ ଲାଲ ସିଂ ବିଜୟୀ ହୋଇଛନ୍ତି।  ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ମଧୁସୂଦନ ସିଂଙ୍କୁ ୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।  ଅଛେଲାଲଙ୍କୁ ୨୬୭ ଭୋଟ ମିଳିଥିବା ସମୟରେ ମଧୁସୂଦନ ସିଂଙ୍କୁ ୨୬୬ ଖଣ୍ଡ ଭୋଟ ମିଳିଛି।      କୋଷାଧ୍ୟକ୍ଷ ପଦବୀରେ   ତାରେକେଶ୍ଵର ରାୟ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ  ରାଜୀବ ସିଂଙ୍କୁ  ୧୧୭ ଭୋଟରେ ପରାସ୍ତ କରିଛନ୍ତି। ତାରେକେଶ୍ୱରଙ୍କୁ ୩୧୮ ଭୋଟ ପାଇଥିବା ସମୟରେ ରାଜୀବ ଙ୍କୁ୨୦୧ ଭୋଟ ମିଳିଥିବା  ନିର୍ବାଚନ ଅଧିକାରୀ ବିଶ୍ଵନାଥ ନାୟକ ସୂଚନା ଦେଇଛନ୍ତି।

ଭୋଟ ପରିଚାଳନା ଅଧିକାଂଶ ଯୁବ ଆଇନଜୀବୀମାନେ କରିଥିବା ଦେଖିବାକୁ ମିଳିଥିଲା। ଆଇନଶୃଙ୍ଖଳା ପାଇଁ ବ୍ରଜରାଜନଗର ଆଇ ଆଇ ସି  ଧବଳେଶ୍ବର ସାହୁ, ଓରିଏଣ୍ଟ ଆଇ ଆଇ ସି କ୍ଷମା ସାଗର ନାୟକ ଓ ମାଜିଷ୍ଟେ୍ରଟ    ଦାୟିତ୍ୱରେ ବ୍ରଜରାଜନଗର ପୌର କାର୍ଯ୍ୟନିବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe