ବିଦ୍ୟୁତ୍ ଆଘାତରେ ଆଖିବୁଜିଲା ହାତୀ

Advertisment

ଅନୁଗୁଳ ଜିଲ୍ଲା‌ର ଧଣ୍ଡାତୋପା ରେଞ୍ଜ ଶିଶକଟା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମରିଥିବା ଜଣାଯାଇଛି।

ଅନୁଗୁଳ ଜିଲ୍ଲା‌ର ଧଣ୍ଡାତୋପା ରେଞ୍ଜ ଶିଶକଟା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମରିଥିବା ଜଣାଯାଇଛି।

Elephant

ଅନୁଗୁଳ: ଅନୁଗୁଳ ଜିଲ୍ଲା‌ର ଧଣ୍ଡାତୋପା ରେଞ୍ଜ ଶିଶକଟା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ହାତୀଟି ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମରିଥିବା ଜଣାଯାଇଛି। ଏଣେ ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe