ହାତୀକୁ ବୋମାମାଡ଼: ଦନ୍ତା ଆହତ

Advertisment

ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଏକ ଆହତ ଦନ୍ତାକୁ ଠାବ କରାଯାଇଛି।  ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି । ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି।

ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଏକ ଆହତ ଦନ୍ତାକୁ ଠାବ କରାଯାଇଛି।  ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି । ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି।

elephant

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜର ବି କରୁଆବାହାଲ ଗାଁ ନିକଟରେ ଏକ ଆହତ ଦନ୍ତାକୁ ଠାବ କରାଯାଇଛି।  ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ହାତୀକୁ ବୋମା ମାଡ଼ ହୋଇଛି । ଯାହା ଫଳରେ ହାତୀ ଶୁଣ୍ଢରେ ଗଭୀର ଆଘାତ ଲାଗିଛି।

ଆହତ ହାତୀ ଗାଁ ମୁଣ୍ଡରେ ଘୁରି ବୁଲୁଥିବା ଦେଖି ଗାଁଲୋକେ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ ଡ୍ରୋନ ସାହାଯ୍ୟରେ ଦନ୍ତା ହାତୀର କ୍ଷତ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି। କ୍ଷତ ଚିହ୍ନଟ ହେଲା ପରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଡି ଏଫ୍ ଓ କହିଛନ୍ତି ।
ରାସ୍ତା କଡ଼ କ୍ଷେତ ରେ ଅସୁସ୍ଥ ଦନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe