ଗାଁଦାଣ୍ଡରେ ଘୁରି ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ

Advertisment

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଦାଣ୍ଡଜମିରା ଗାଁଦାଣ୍ଡରେ ଘୁରି ବୁଲୁଛି ଗୋଠଛଡ଼ା ଦନ୍ତା। ଗତକାଲି ଏକ ୨୫ ଟିକିଆ ହାତୀପଲ ମହାବୀର ପାହାଡ଼ପଟକୁ ଯାଇଥିବା ବେଳେ ଏହି ଦନ୍ତାଟି ନଯାଇ ଗାଁ ନିକଟ ଚାଷ ଜମିରେ ଧାନ ଖାଇବାରେ ଲାଗିଛି।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଦାଣ୍ଡଜମିରା ଗାଁଦାଣ୍ଡରେ ଘୁରି ବୁଲୁଛି ଗୋଠଛଡ଼ା ଦନ୍ତା। ଗତକାଲି ଏକ ୨୫ ଟିକିଆ ହାତୀପଲ ମହାବୀର ପାହାଡ଼ପଟକୁ ଯାଇଥିବା ବେଳେ ଏହି ଦନ୍ତାଟି ନଯାଇ ଗାଁ ନିକଟ ଚାଷ ଜମିରେ ଧାନ ଖାଇବାରେ ଲାଗିଛି।

New Project (8)

ସୁନ୍ଦରଗଡ଼: ଘର ଦୁଆରେ ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଦାଣ୍ଡଜମିରା ଗାଁଦାଣ୍ଡରେ ଘୁରି ବୁଲୁଛି ଗୋଠଛଡ଼ା ଦନ୍ତା। ଭୟରେ ଲୋକେ। ଗତକାଲି ଏକ ୨୫ ଟିକିଆ ହାତୀପଲ ମହାବୀର ପାହାଡ଼ପଟକୁ ଯାଇଥିବା ବେଳେ ଏହି ଦନ୍ତାଟି ନଯାଇ ଗାଁ ନିକଟ ଚାଷ ଜମିରେ ଧାନ ଖାଇବାରେ ଲାଗିଛି।

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଦାଣ୍ଡଜମିରା ଗାଁ ଦାଣ୍ଡରେ ଘୁରି ବୁଲୁଛି ଗୋଠଛଡ଼ା ଦନ୍ତା। ଭୟରେ ଲୋକେ। ଗତକାଲି ଏକ ୨୫ ଟିକିଆ ହାତୀପଲ ମହାବୀର ପାହାଡ଼ପଟକୁ ଯାଇଥିବା ବେଳେ ଏହି ଦନ୍ତାଟି ନଯାଇ ଗାଁ ନିକଟ ଚାଷ ଜମିରେ ଧାନ ଖାଇବାରେ ଲାଗିଛି। ଗୋଠରୁ ଛାଡ଼ି ହୋଇଯାଇ ବର୍ତ୍ତମାନ ଗାଁ ମଧ୍ୟରେ ଘୁରି ବୁଲୁଛି। ଗୋଟେ ପଟେ ଲଗାଣ ବର୍ଷା ଲାଗିରହିଥିବା ବେଳେ ହାତୀ ବର୍ଷାରେ ଭିଜିଯାଇ ଆଶ୍ରୟ ଖୋଜୁଥିବା ଅନୁମାନ କରାଯାଉଛି।

 ଗୋଠରୁ ଛାଡ଼ି ହୋଇଯାଇ ବର୍ତ୍ତମାନ ଗାଁ ମଧ୍ୟରେ ଘୁରି ବୁଲୁଛି। ଗୋଟେ ପଟେ ଲଗାଣ ବର୍ଷା ଲାଗିରହିଥିବା ବେଳେ ହାତୀ ବର୍ଷାରେ ଭିଜିଯାଇ ଆଶ୍ରୟ ଖୋଜୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe