୧୩ ଟିକିଆ ହାତୀପଲର ଉପଦ୍ରଵ: ଘର ଭାଙ୍ଗିବା ସହ ଧାନ ଓ ଫସଲ ନଷ୍ଟ କଲେ

Advertisment

ବଲାଙ୍ଗୀର ଜିଲ୍ଲା ମୁରିବାହଲ ରେଞ୍ଜ ବାରବନ୍ଧ ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ବାରବନ୍ଧ ଗାଁକୁ ଆସି ଚାଷୀଙ୍କ ଅନେକ କ୍ଷୟକ୍ଷତି କରିଛନ୍ତି । ଗାଁର ଚାଷୀ ସୁମନ ନାଏକଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ଧାନ ଖାଇ ଯାଇଥିବା ଜଣାଯାଇଛି। 

ବଲାଙ୍ଗୀର ଜିଲ୍ଲା ମୁରିବାହଲ ରେଞ୍ଜ ବାରବନ୍ଧ ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ବାରବନ୍ଧ ଗାଁକୁ ଆସି ଚାଷୀଙ୍କ ଅନେକ କ୍ଷୟକ୍ଷତି କରିଛନ୍ତି । ଗାଁର ଚାଷୀ ସୁମନ ନାଏକଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ଧାନ ଖାଇ ଯାଇଥିବା ଜଣାଯାଇଛି। 

nmk

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହଲ ରେଞ୍ଜ ବାରବନ୍ଧ ଗାଁରେ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ବାରବନ୍ଧ ଗାଁକୁ ଆସି ଚାଷୀଙ୍କ ଅନେକ କ୍ଷୟକ୍ଷତି କରିଛନ୍ତି । ଗାଁର ଚାଷୀ ସୁମନ ନାଏକଙ୍କ ଘର ଭାଙ୍ଗିବା ସହ ପନିପରିବା ଚାଷ ଧାନ ଖାଇ ଯାଇଥିବା ଜଣାଯାଇଛି। 

ହାତୀପଲ ଚାଷ ଜମିକୁ ମାଡି ନଷ୍ଟ କରିବା ପରେ ଚାଷ ଜମି ପାଖ ଖଳାରେ ଅମଳ କରି ରଖା ଯାଇଥିବା ୨୨ବସ୍ତା ଧାନକୁ ମଧ୍ୟ ଖାଇ ଦେଇଛନ୍ତି । ତେଣେ ଚାଷୀଙ୍କ ଜମିରେ ଲାଗିଥିବା ସୋଲାର ପ୍ଲେଟ ଭାଙ୍ଗି ଦେଇ ନଳକୂପକୁ ମଧ୍ୟ ଉପାଡ଼ି ଦେଇଛନ୍ତି ହାତୀପଲ। ଏହାକୁ ନେଇ ମୁରିବାହଲ ରେଞ୍ଜର ବନ କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ଏବ ଜଙ୍ଗଲ ମୁହାଁ କରିବା ପାଇଁ ପ୍ରୟାସ ରଖିଛନ୍ତି । ଏବେ ହାତୀପଲ ଜଙ୍ଗଲ ପଟେ ଥିବା ବେଳେ ରାତି ହେଲେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।


ଖାଲି ସେତିକି ନୁହେଁ, ହାତୀପଲ ଚାଷ ଜମିକୁ ମାଡି ନଷ୍ଟ କରିବା ପରେ ଚାଷ ଜମି ପାଖ ଖଳାରେ ଅମଳ କରି ରଖା ଯାଇଥିବା ୨୨ବସ୍ତା ଧାନକୁ ମଧ୍ୟ ଖାଇ ଦେଇଛନ୍ତି । ତେଣେ ଚାଷୀଙ୍କ ଜମିରେ ଲାଗିଥିବା ସୋଲାର ପ୍ଲେଟ ଭାଙ୍ଗି ଦେଇ ନଳକୂପକୁ ମଧ୍ୟ ଉପାଡ଼ି ଦେଇଛନ୍ତି ହାତୀପଲ। ଏହାକୁ ନେଇ ମୁରିବାହଲ ରେଞ୍ଜର ବନ କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ଏବ ଜଙ୍ଗଲ ମୁହାଁ କରିବା ପାଇଁ ପ୍ରୟାସ ରଖିଛନ୍ତି । ଏବେ ହାତୀପଲ ଜଙ୍ଗଲ ପଟେ ଥିବା ବେଳେ ରାତି ହେଲେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe