ଏସଟିଏଫ ହାତରେ ବେପାରୀ: ୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ, ଜଣେ ଗିରଫ

ଏସଟିଏଫ ହାତରେ ବେପାରୀ। ବେପାରୀ ଜଣଙ୍କ ହେଲେ ଚରଦା ଗ୍ରାମର ପ୍ରମୋଦ ପରିଡ଼ାl ଦୁଇ ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବା ଅନୁମାନ କରୁଥିବା କୁହାଯାଉଛି l

zx

ଜହ୍ନ।ପଙ୍କ: ବୌଦ୍ଧରେ ଚାଲିଥିଲା ହାତୀ ଦାନ୍ତ ଡିଲ, ମାଡ଼ିବସିଲା ଏସଟିଏଫ l  ବେପାରୀ ଗିରଫ ସହ ଦୁଇ ହାତୀ ଦାନ୍ତ ଜବତ l ହାତୀଦାନ୍ତ ବେପାରୀକୁ ଧରିଲା ଏସଟିଏଫ ଟିମ। ବେପାରୀ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି l

ଏସଟିଏଫର ଡିଏସପି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବୌଦ୍ଧ ଥାନା ତେଲିବନ୍ଧ ଛକ ନିକଟରୁ ଗତକାଲି ସନ୍ଧ୍ୟାରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ ବେଳେ ଛକି ବସିଥିବା ଏସଟିଏଫ ହାବୁଡ଼ରେ ବେପାରୀ ଫସିଥିବା ପଡ଼ିଥିବା ଜଣାପଡିଛି l ଉକ୍ତ ବେପାରୀ ଜଣଙ୍କ ହେଲେ ଚରଦା ଗ୍ରାମର ପ୍ରମୋଦ ପରିଡ଼ାl ଦୁଇ ହାତୀ ଦାନ୍ତର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବା ଅନୁମାନ କରୁଥିବା କୁହାଯାଉଛି l ଏପଟେ ଘଟଣାର ଅଧିକ ତଦନ୍ତ ପାଇଁ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କୁ ଦାୟିତ୍ୱ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe