ରେଳ ଇଞ୍ଜିନ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

Advertisment

ନାଲକୋ କମ୍ପାନି ପରିସରରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲ ବୋଝେଇ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ରେଳ ଧାରଣାରୁ ଖସି ଯାଇଛି ଇଞ୍ଜିନ। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

ନାଲକୋ କମ୍ପାନି ପରିସରରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲ ବୋଝେଇ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ରେଳ ଧାରଣାରୁ ଖସି ଯାଇଛି ଇଞ୍ଜିନ। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି।

bh

କୋରାପୁଟ: ନାଲକୋ କମ୍ପାନି ପରିସରରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲ ବୋଝେଇ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ରେଳ ଧାରଣାରୁ ଖସି ଯାଇଛି ଇଞ୍ଜିନ। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ରେଳ ଇଞ୍ଜିନକୁ ଟ୍ରାକକୁ ଉଠାଇବା ପାଇଁ ନାଲକୋ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। 

ନାଲକୋ କମ୍ପାନି ପରିସରରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ମାଲ ବୋଝେଇ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ରେଳ ଧାରଣାରୁ ଖସି ଯାଇଛି ଇଞ୍ଜିନ। ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି। ରେଳ ଇଞ୍ଜିନକୁ ଟ୍ରାକକୁ ଉଠାଇବା ପାଇଁ ନାଲକୋ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ନାଲକୋ ଦାମନଯୋଡ଼ି କାରଖାନା ପରିସୀମା ମଧ୍ୟରେ ଘଟଣାଟି ଘଟିଥିବାରୁ ରେଳ ବିଭାଗର କୌଣସି ଅସୁବିଧା ନାହିଁ ବୋଲି କୋରାପୁଟ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନାଲକୋ ଦାମନଯୋଡ଼ି କାରଖାନା ପରିସୀମା ମଧ୍ୟରେ ଘଟଣାଟି ଘଟିଥିବାରୁ ରେଳ ବିଭାଗର କୌଣସି ଅସୁବିଧା ନାହିଁ ବୋଲି କୋରାପୁଟ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe