ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ସାଂଘାତିକ ତ୍ରୁଟି: ମହିଳାଙ୍କ ମଳ ନଳୀ କାଟି ଦେଇଥିବା ଅଭିଯୋଗ

କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ସାଂଘାତିକ ତ୍ରୁଟି ଅଭିଯୋଗ ଆସିଛି । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ।

bn

କଟକ:  କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ସାଂଘାତିକ ତ୍ରୁଟି ଅଭିଯୋଗ ଆସିଛି । ଅସ୍ତ୍ରୋପଚାର ପରେ ସାଂଘାତିକ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । ମେଡିକାଲରୁ ଡିସଚାର୍ଜ ହୋଇ ଫେରିବା ପରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ମହିଳା । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ ।

ଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣେ ମହିଳା ରାଣୀହାଟ ଜନନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ସାରି ଘରକୁ ଯିବା ପରେ ପୁଣି ଥରେ ଶରୀରରେ ଯନ୍ତ୍ରଣା ବଢିଥିଲା। ଏନେଇ ରାଜଧାନୀର ଏକ ଘରୋଇ ମେଡିକାଲରେ ସିଟି ସ୍କାନ କରାଇଥିଲେ । ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଛି । କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କର ମଳ ନଳୀରୁ ୩ ସେଣ୍ଟିମିଟର କାଟିଦିଆଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା । ଘଟଣା ନେଇ ମହିଳା ଜଣକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗରେ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁ ମଧ୍ୟ ଦର୍ଶାଯାଇଛି । କଟକ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଜଣାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe