ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ, ୫୫୦୦ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ

Advertisment

ବୈପାରିଗୁଡା ଅବକାରୀ ଥାନା ଅନ୍ତର୍ଗତ ଲିମା  ଅଞ୍ଚଳରୁ ବେଆଇନ ଭାବେ ରନ୍ଧା ଯାଇ ଗଚ୍ଛିତ ଭାବେ ରଖାଯାଇଥିବା ମଦ ଭାଟିରେ ଚଢ଼ଉ କରାଯାଇ ୫ ହଜାର ୫ ଶହ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା।

ବୈପାରିଗୁଡା ଅବକାରୀ ଥାନା ଅନ୍ତର୍ଗତ ଲିମା  ଅଞ୍ଚଳରୁ ବେଆଇନ ଭାବେ ରନ୍ଧା ଯାଇ ଗଚ୍ଛିତ ଭାବେ ରଖାଯାଇଥିବା ମଦ ଭାଟିରେ ଚଢ଼ଉ କରାଯାଇ ୫ ହଜାର ୫ ଶହ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଥିଲା।

nko

ବୈପାରିଗୁଡା: କୋରାପୁଟ ଜିଲ୍ଲା ଅବକାରୀ ଅଧୀକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଅବକାରୀ ଇନ୍ସପେକ୍ଟର ଅନ୍ନପୂର୍ଣ୍ଣା ରଥଙ୍କ ନେତୃତ୍ୱ ଏବଂ କୁନ୍ଦୁରା ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମଦ ଭାଟି ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ଜବତ କରିବା ସହ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଡିଏଫଏସ ଇନ୍ସପେକ୍ଟର ଚନ୍ଦ୍ର ଶେଖର ପାଡିହାରୀ କୋରାପୁଟ ଓଆଇସି ଜଗବନ୍ଧୁ ଜାନୀ, ଜୟପୁର ଅବକାରୀ ଓଆଇସି ରାଜୁ ଖିତି ଏବଂ ସୁବ୍ରତ କେଶରୀ ହିରନ୍, ବୈପାରିଗୁଡା ଅବକାରୀ ଓଆଇସି ଭଗବାନ ମହାନନ୍ଦିଆ, ଇଏସ୍ ଏବଂ ଡିଏଫଏସ ସ୍କ୍ୱାର୍ଡ ସହ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ବୈପାରିଗୁଡା ଅବକାରୀ ଥାନା ଅନ୍ତର୍ଗତ ଲିମା  ଅଞ୍ଚଳରୁ ବେଆଇନ ଭାବେ ରନ୍ଧା ଯାଇ ଗଚ୍ଛିତ ଭାବେ ରଖାଯାଇଥିବା ମଦ ଭାଟିରେ ଚଢ଼ଉ କରାଯାଇ ୫ ହଜାର ୫ ଶହ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇ ତାହାକୁ ନଷ୍ଟ କରାଯାଇଥିଲା। ଚଢ଼ାଉ ବେଳେ ସମସ୍ତ ଚୋରା ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe