ଏକ୍‌ଜିଟ୍‌ ପୋଲ୍‌ ପରେ ଟ୍ଵିଟର୍‌ରେ ଛାଇଲା ମଜାଦାର୍‌ ଟ୍ଵିଟ୍‌

Advertisment
ଏକ୍‌ଜିଟ୍‌ ପୋଲ୍‌ ପରେ ଟ୍ଵିଟର୍‌ରେ ଛାଇଲା ମଜାଦାର୍‌ ଟ୍ଵିଟ୍‌

india tv

ନୂଆଦିଲ୍ଲୀ: ଚଳିତ ଥର ହେବାକୁ ଥିବା ୭ଟି ପର୍ଯ୍ୟାୟରେ ନିର୍ବାଚନ ସମାପ୍ତ ହୋଇଛି। କେବଳ ଫଳାଫଳକୁ ଅପେକ୍ଷା। ଗତକାଲି ଶେଷ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ ବାହୁଡ଼ା ମତ ପ୍ରକାଶ ପାଇଥିଲା। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଶାସନ କ୍ଷମତାକୁ ଆସିପାରନ୍ତି।

ତେବେ, ଏହି ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଟ୍ଵିଟ୍‌ରରେ ଗୁଡ଼ାଏ ମଜ୍ଜା ମଜ୍ଜା ଟ୍ଵିଟ୍‌ ସବୁ ଦେଖିବାକୁ ମିଳିଛି। କେହି କେହି ଏକଜିଟ୍‌ ପୋଲ୍‌ କେବେ ଏକ୍‌ଜାଟ୍‌ ପୋଲ ନୁହେଁ ବୋଲି କହିଥିବା ବେଳେ ଆଉ କେହି ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମଜାଦାର ମେମେ ସବୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।  ଏହି ଏକ୍‌ଜିଟ୍‌ ପୋଲ୍‌କୁ ନେଇ କେତେକ ମଜାଦାର୍‌ ଟ୍ଵିଟ୍‌ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe