ବିଲରେ ହଳ କରୁଥିବା ବେଳେ ଚାଲିଗଲା କୃଷକଙ୍କ ଜୀବନ

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହିର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

Dead

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହିର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡ଼ି ଯାଇଥିଲେ। ଆଖ ପାଖରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡ଼ିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ।

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହିର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡ଼ି ଯାଇଥିଲେ। ଆଖ ପାଖରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡ଼ିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ଆକସ୍ମିକ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe