ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା: ବନ୍ଧୁକ ଦେଖାଇ ମାରବାର ଉଦ୍ୟମ, ପରେ ଛତ୍ରଭଙ୍ଗ ହେଲେ ଅଭିଯୁକ୍ତ

ଉପର ଝର - ରେଙ୍ଗାଳି ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବାରୁ ବାହାରିଲା ବନ୍ଧୁକ। ବନ୍ଧକ ଧରି ଗୋଟିଏ ଗୋଷ୍ଠୀ ମାରିବାର ଉଦ୍ୟମ କରୁଥିବା ବେଳେ ଲୋକେ ଦେଖି ଦେବାରୁ ଛତ୍ରଭଙ୍ଗ ହେଲେ ବନ୍ଧୁକଧାରୀ।

Untitled

ଦେଓଗାଁ: ଉପର ଝର - ରେଙ୍ଗାଳି ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବାରୁ ବାହାରିଲା ବନ୍ଧୁକ। ବନ୍ଧକ ଧରି ଗୋଟିଏ ଗୋଷ୍ଠୀ ମାରିବାର ଉଦ୍ୟମ କରୁଥିବା ବେଳେ ଲୋକେ ଦେଖି ଦେବାରୁ ଛତ୍ରଭଙ୍ଗ ହେଲେ ବନ୍ଧୁକଧାରୀ। ଘଟଣା ସ୍ଥଳରେ ବାଇକ, ପିସ୍ତଲ, ମୋବାଇଲ ଛାଡ଼ି ଫେରାର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନାର ଉପର ଝର ଅଞ୍ଚଳରେ ଗତ ରାତିରେ ଘଟିଛି ଏଭଳି ଘଟଣା। ଏନେଇ ଦେଓଗାଁ ପୁଲିସ ଖବର ପାଇ ଘଟଣା ସ୍ଥଳରୁ ବନ୍ଧୁକ, ମୋବାଇଲ ଓ ରାଜ୍ୟ ବାହାର ନମ୍ବର ଥିବା ଏକ ବାଇକ ଜବତ କରି ଥାନାକୁ ଆଣି ତଦନ୍ତ କରୁଛି। 

ଉପର ଝର - ରେଙ୍ଗାଳି ରାସ୍ତାରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବାରୁ ବାହାରିଲା ବନ୍ଧୁକ। ବନ୍ଧକ ଧରି ଗୋଟିଏ ଗୋଷ୍ଠୀ ମାରିବାର ଉଦ୍ୟମ କରୁଥିବା ବେଳେ ଲୋକେ ଦେଖି ଦେବାରୁ ଛତ୍ରଭଙ୍ଗ ହେଲେ ବନ୍ଧୁକଧାରୀ। ଘଟଣା ସ୍ଥଳରେ ବାଇକ, ପିସ୍ତଲ, ମୋବାଇଲ ଛାଡ଼ି ଫେରାର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାର ଉପର ଝର ଅଞ୍ଚଳରେ ଗତ ରାତିରେ ଘଟିଛି ଏଭଳି ଘଟଣା। ଏନେଇ ଦେଓଗାଁ ପୁଲିସ ଖବର ପାଇ ଘଟଣା ସ୍ଥଳରୁ ବନ୍ଧୁକ, ମୋବାଇଲ ଓ ରାଜ୍ୟ ବାହାର ନମ୍ବର ଥିବା ଏକ ବାଇକ ଜବତ କରି ଥାନାକୁ ଆଣି ତଦନ୍ତ କରୁଛି। 

ପୂର୍ବରୁ ମଧ୍ୟ ଏକ ବାହାଘରର ଶୋଭାଯାତ୍ରା ବେଳେ ବରକୁ ପିସ୍ତଲ ଦେଖାଇ ଭୟଭୀତ କରି ଧରା ପଡ଼ିଥିଲେ ଅଭିଯୁକ୍ତ। ଏବେ ପୁଣି ଆଉ ଏକ ପିସ୍ତଲ ବାହାରିଛି। ଏ ଅଞ୍ଚଳରେ କିଏ ଏହି କାରଵାର କରୁଛି ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି। ଏଣୁ ବରିଷ୍ଠ ପୁଲିସ ଅଧିକାରୀ ଏନେଇ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe