ଶ୍ରୀମନ୍ଦିରରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

Advertisment

ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି।

ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି।

bh

ପୁରୀ: ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି।

ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଘଟିଛି। ସାତପାହଚ ନିକଟରେ ଦୁଇ ଶ୍ରଦ୍ଧାଳୁ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଏଥିରେ ଜଣେ ଶ୍ରଦ୍ଧାଳୁଙ୍କ ପରିବାରର ଛୋଟ ପିଲା ଆହତ ହୋଇଥିବା କୁହାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଗଣ୍ଡଗୋଳ ହୋଇଛି, ତାହା ସ୍ପଷ୍ଟଭାବେ ଜଣାପଡ଼ିନାହିଁ ।  କିନ୍ତୁ ଉଭୟ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।

ତେବେ କେଉଁ କାରଣ ପାଇଁ ଏହି ଗଣ୍ଡଗୋଳ ହୋଇଛି, ତାହା ସ୍ପଷ୍ଟଭାବେ ଜଣାପଡ଼ିନାହିଁ ।  କିନ୍ତୁ ଉଭୟ ଶ୍ରଦ୍ଧାଳୁଙ୍କ ପରିବାର ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି।

puri jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe