ରୁକସାନା ବାନୋ ମୃତ୍ୟୁ ଘଟଣା ନେଇ ସସପେନ୍ସ ଜାରି

Advertisment

ରୁକସାନାଙ୍କୁ ଜଣେ ଜଣାଶୁଣା ଗାୟକ ହତ୍ୟା ଷଡ୍‌ଯନ୍ତ୍ର ରଚିଥିବା ନେଇ ମାମଲା ରୁଜୁ ପାଇଁ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ସୋମବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି।

ରୁକସାନାଙ୍କୁ ଜଣେ ଜଣାଶୁଣା ଗାୟକ ହତ୍ୟା ଷଡ୍‌ଯନ୍ତ୍ର ରଚିଥିବା ନେଇ ମାମଲା ରୁଜୁ ପାଇଁ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ସୋମବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି।

ruksana

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ରିଲ୍ସ୍‌ କୁଇନ ତଥା ଆଲବମ ଅଭିନେତ୍ରୀ ରୁକସାନା ବାନୋ ମୃତ୍ୟୁ ଘଟଣା ସସପେନ୍ସ ଜାରି ହୋଇଛି। ରୁକସାନାଙ୍କୁ ଜଣେ ଜଣାଶୁଣା ଗାୟକ ହତ୍ୟା ଷଡ୍‌ଯନ୍ତ୍ର ରଚିଥିବା ନେଇ ମାମଲା ରୁଜୁ ପାଇଁ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ସୋମବାର ସନ୍ଧ୍ୟାରେ ଏତଲା ଦେଇଛନ୍ତି।

ପ୍ରକାଶ ଯେ, ରୁକସାନା ବାନୋ ବଲାଙ୍ଗୀରକୁ ଏକ ଆଲବମ ସୁଟିଂ ନିମନ୍ତେ ଯାଇଥିଲେ। ସେଠାରେ ଫଳରସରେ ବିଷ ମିଶାଇ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ରୁକସାନାଙ୍କ ମା’ ଓ ଭଉଣୀ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏହି ହତ୍ୟା ଷଡ୍‌ଯନ୍ତ୍ର ନେଇ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏତଲା ଦେବା ପରେ ରୁକସାନାଙ୍କ ମୃତ୍ୟୁ ଘଟଣା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe