ଚିକେନ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ନୀଳଗିରି ବ୍ଲକ୍ ଅନ୍ତର୍ଗତ ବରହମପୁର ମାର୍କେଟରେ ଗ୍ୟାସ ଲିକ୍ କରି ଚିକେନ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଲା ଗ୍ୟାସ ଟାଙ୍କି ଘଣ୍ଟାଏ ପର୍ଯ୍ଯନ୍ତ ରାସ୍ତାର ବନ୍ଦ ରହିଲା ରାସ୍ତାର ଉଭୟ ପାର୍ଶ୍ବ। ଘଟଣା ସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

njk

ନୀଳଗିରି: ନୀଳଗିରି ବ୍ଲକ୍ ଅନ୍ତର୍ଗତ ବରହମପୁର ମାର୍କେଟରେ ଗ୍ୟାସ ଲିକ୍ କରି ଚିକେନ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ହୁତୁହୁତୁ ହୋଇ ଜଳିଲା ଗ୍ୟାସ ଟାଙ୍କି ଘଣ୍ଟାଏ ପର୍ଯ୍ଯନ୍ତ ରାସ୍ତାର ବନ୍ଦ ରହିଲା ରାସ୍ତାର ଉଭୟ ପାର୍ଶ୍ବ। ଘଟଣା ସ୍ଥଳରେ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ବରହମପୁର ମାର୍କେଟରେ ଥିବା ବାଦଲ ଚିକେନ ସେଣ୍ଟରରେ ଗ୍ୟାସ ଲିକ୍ ହୋଇ ହଠାତ ଭୟାବହ ଅଗ୍ନିକାଣ୍ଡ ହେବା ସହ ଗ୍ୟାସ ଟାଙ୍କିଟି ଜଳିବାକୁ ଲାଗିଥିଲା। ଦୋକାନରେ ଥିବା ସମସ୍ତ କର୍ମଚାରୀ ଦୋକାନ ଛାଡ଼ି ଦୌଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ନୀଳଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

asd

ସୂଚନା ମୁତାବକ, ବରହମପୁର ମାର୍କେଟରେ ଥିବା ବାଦଲ ଚିକେନ ସେଣ୍ଟରରେ ଗ୍ୟାସ ଲିକ୍ ହୋଇ ହଠାତ ଭୟାବହ ଅଗ୍ନିକାଣ୍ଡ ହେବା ସହ ଗ୍ୟାସ ଟାଙ୍କିଟି ଜଳିବାକୁ ଲାଗିଥିଲା। ଦୋକାନରେ ଥିବା ସମସ୍ତ କର୍ମଚାରୀ ଦୋକାନ ଛାଡ଼ି ଦୌଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ନୀଳଗିରି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe