ଧୂଷୁରୀ ବଜାରେ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ

Advertisment

ଭଦ୍ରକ ଜିଲ୍ଲା ଧୂଷୁରୀ ବଜାରେ ଥିବା ଏକ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଜଳିଯାଇଥିବାର ସୂଚନା ରହିଛି। ‌‌

ଭଦ୍ରକ ଜିଲ୍ଲା ଧୂଷୁରୀ ବଜାରେ ଥିବା ଏକ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଜଳିଯାଇଥିବାର ସୂଚନା ରହିଛି। ‌‌

xd

ଧାମନଗର: ଭଦ୍ରକ ଜିଲ୍ଲା ଧୂଷୁରୀ ବଜାରେ ଥିବା ଏକ ଇଲେକ୍ଟ୍ରିକାଲ ସରଞ୍ଜାମ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୦ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଜଳିଯାଇଥିବାର ସୂଚନା ରହିଛି। ‌‌

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏଣେ ଖବର ପାଇ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe