ମଞ୍ଚେଶ୍ୱର ରେଳଷ୍ଟେସନ ନିକଟ ଗଦି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ବିଳମ୍ବିତ ରାତିରେ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହାଫଳରେ ଫୋମ୍ , ପ୍ଲାଷ୍ଟିକ, ତୁଳା, କପଡା ଆଦି ଗଚ୍ଛିତ ରହିଥିବା ବେଳେ ନିଆଁ ଲାଗି ଏଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିଲା । 

fire678

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଥିବା ଏକ ଗଦି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହାଫଳରେ ଫୋମ୍ , ପ୍ଲାଷ୍ଟିକ, ତୁଳା, କପଡା ଆଦି ଗଚ୍ଛିତ ରହିଥିବା ବେଳେ ନିଆଁ ଲାଗି ଏଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।  ପରେ ଖବର ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  କେମିତି ଓ କେଉଁ ପରିସ୍ଥିତିରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।

fire

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe