ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କମଳାପଦର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁ ଲାଗି ୩ ପରିବାରର ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି। ସର୍ଟସର୍କିଟରୁ ନିଆଁ ଲାଗିଥିଵା ସନ୍ଦେହ ହେଉଛି। ଏହି ଅଗ୍ନିକାଣ୍ଡରେ ଗ୍ୟାସ୍ ସିଲିଣ୍ଡର୍ ବି ଫାଟିଥିବାର ସୂଚନା ରହିଛି।
ଖଲ୍ଲିକୋଟରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
Advertisment
Follow Us