କିଞ୍ଜିରକେଲା ବସଷ୍ଟାଣ୍ଡ ଛକରେ ଭୟାବହ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଦୋକାନ ମାଲିକ

ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ। ଜଳିଗଲା ଦୋକାନ ଓ ଘର। କିଞ୍ଜିରକେଲା ଥାନା କିଞ୍ଜିରକେଲା ବସଷ୍ଟାଣ୍ଡ ଛକରେ ପରୀକ୍ଷା ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନ ମାଲିକ ଶ୍ରୀଧର ପରୀକ୍ଷା ଓ ପରିବାର ଲୋକେ।

bh

ସୁନ୍ଦରଗଡ଼: ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ। ଜଳିଗଲା ଦୋକାନ ଓ ଘର। କିଞ୍ଜିରକେଲା ଥାନା କିଞ୍ଜିରକେଲା ବସଷ୍ଟାଣ୍ଡ ଛକରେ ପରୀକ୍ଷା ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୋକାନ ମାଲିକ ଶ୍ରୀଧର ପରୀକ୍ଷା ଓ ପରିବାର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe