ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର। ଓ ୫ ଛେଳି

Advertisment

ଯାଜପୁର ବ୍ଲକ ସାହସପୁର ପଂଚାୟତ ଗୋବିନ୍ଦପୁର ଗାଁରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଭାଗିରଥୀ ସେଠୀ, ସାବିତ୍ରୀ ସେଠୀ ଓ ଚରେଇ ସେଠୀଙ୍କ ଘର ଓ ଗୁହାଳକୁ ମିଶାଇ ମୋଟ ୫ ବଖରା ଜଳି ଯାଇଛି

ଯାଜପୁର ବ୍ଲକ ସାହସପୁର ପଂଚାୟତ ଗୋବିନ୍ଦପୁର ଗାଁରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଭାଗିରଥୀ ସେଠୀ, ସାବିତ୍ରୀ ସେଠୀ ଓ ଚରେଇ ସେଠୀଙ୍କ ଘର ଓ ଗୁହାଳକୁ ମିଶାଇ ମୋଟ ୫ ବଖରା ଜଳି ଯାଇଛି

sମୀମକ

ଯାଜପୁର: ଯାଜପୁର ବ୍ଲକ ସାହସପୁର ପଂଚାୟତ ଗୋବିନ୍ଦପୁର ଗାଁରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଭାଗିରଥୀ ସେଠୀ, ସାବିତ୍ରୀ ସେଠୀ ଓ ଚରେଇ ସେଠୀଙ୍କ ଘର ଓ ଗୁହାଳକୁ ମିଶାଇ ମୋଟ ୫ ବଖରା ଜଳି ଯାଇଛି। ଏଥିରେ ୫ ଟି ଛେଳି ପୋଡ଼ି ଯାଇଥିବା ବେଳେ ଗାଈ ମଧ୍ୟ ପୋଡ଼ି ଯାଇଛନ୍ତି। ଧାନ ଚାଉଳ ପୋଡ଼ି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe