ଚଳନ୍ତା ବସରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

Advertisment

ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଅଘଟଣ। ଯାତ୍ରୀ ସୁରକ୍ଷିତ।

ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଅଘଟଣ। ଯାତ୍ରୀ ସୁରକ୍ଷିତ।

sfire

ଯାଜପୁର: ଚଳନ୍ତା ବସରେ ଅଗ୍ନିକାଣ୍ଡ। ଛତିଆ ସ୍ଥିତ ୧୬ନଂ ଜାତୀୟ ରାଜପଥ ଭଟିଆ ଛକ ଠାରେ ଦୁର୍ଘଟଣା। ବସଟି  ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ବାଇକ୍ ଆରୋହୀ ଜଣେ ପୁରୁଷ ଓ ମହିଳାଙ୍କୁ ବସଟି ଧକ୍କା ଦେଇ ଟାଣି ନେଇଥିଲା ବସଟି ବିଦ୍ୟୁତ ସଟ ସର୍କିଟ ହୋଇ ସଙ୍ଗେ ସଙ୍ଗେ ଜଳିବାରେ ଲାଗିଥିଲ।

ଘଟଣା ସ୍ଥଳରେ ବାଇକ୍ ଆରୋହୀ ମହିଳା ଓ ପୁରୁଷଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ଜାରି ରଖିଛି। ବୈରି ପୁଲିସ ପହଞ୍ଚି ଉତ୍ତେଜନା ପୂର୍ଣ୍ଣ ୧୬ ନଂ ଜାତୀୟ ରାଜପଥକୁ ନିୟନ୍ତ୍ରଣ କରିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe