କୋଇଲା ବୋଝେଇ ଟ୍ରେନରେ ନିଆଁ

ଏକ କୋଇଲା ବୋଝେଇ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଜାମସେଦପୁର ଅଭିମୁଖେ ଯାଉଥିଲା। ସୋରରେ ଟ୍ରେନଟି ପହଞ୍ଚିବା ପରେ ଟ୍ରେନଟି ଅଟକିଥିଲା।

bhi

ସୋର: ଏକ କୋଇଲା ବୋଝେଇ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଜାମସେଦପୁର ଅଭିମୁଖେ ଯାଉଥିଲା। ମାର୍କୋଣା ନିକଟରେ ଟ୍ରେନର ଧୂଆଁ ଦେଖିବା ପରେ ସୋର ଷ୍ଟେସନକୁ ଅବଗତ କରାଯାଇଥିଲା। ସୋରରେ ଟ୍ରେନଟି ପହଞ୍ଚିବା ପରେ ଟ୍ରେନଟି ଅଟକିଥିଲା।

କୋଇଲା ବୋଝେଇ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଜାମସେଦପୁର ଅଭିମୁଖେ ଯାଉଥିଲା। ମାର୍କୋଣା ନିକଟରେ ଟ୍ରେନର ଧୂଆଁ ଦେଖିବା ପରେ ସୋର ଷ୍ଟେସନକୁ ଅବଗତ କରାଯାଇଥିଲା। ସୋରରେ ଟ୍ରେନଟି ପହଞ୍ଚିବା ପରେ ଟ୍ରେନଟି ଅଟକିଥିଲା। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚରୀମାନେ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚରୀମାନେ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।

fire

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe