ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଳି ଫିଲ୍ଡ ନିକଟ ଯାତ୍ରିକାନିବାସ ପରିସରେ ଥିବା ଏକ ଟେଣ୍ଟ ହାଉସରେ ଅଚାନକ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
ପୁରୀ: ଟେଣ୍ଟ ହାଉସରେ ନିଆଁ
Advertisment
Follow Us