ଚଳନ୍ତା ଗାଡ଼ିରେ ନିଆଁ, ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଟ୍ରକରେ ନିଆଁ ଜଳୁଥିବା ଜାଣି ପାରି ଡ୍ରାଇଭର କୋମନା ଥାନା ଜାଡାମୁଡା ଉଦ୍ୟାନବନ୍ଦ ମଝିରେ ଗାଡ଼ିକୁ ରଖି ସ୍ଥାନୀୟ ଲୋକଙ୍କ ସହଯୋଗରେ କୋମନା ଅଗ୍ନିଶମ ବିଭାଗକୁ ଫୋନ କରଥିଲେ l ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Untitled

କୋମନା: ଚଳନ୍ତା ଗାଡ଼ିରେ ନିଆଁ। ରାୟପୁରରୁ କେସିଙ୍ଗା ଯାଉଥିବା ଏକ ଟ୍ରକରେ ନିଆଁ ଜଳୁଥିବା ଜାଣି ପାରି ଡ୍ରାଇଭର କୋମନା ଥାନା ଜାଡାମୁଡା ଉଦ୍ୟାନବନ୍ଦ ମଝିରେ ଗାଡ଼ିକୁ ରଖି ସ୍ଥାନୀୟ ଲୋକଙ୍କ ସହଯୋଗରେ କୋମନା ଅଗ୍ନିଶମ ବିଭାଗକୁ ଫୋନ କରଥିଲେ l ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ରାୟପୁରରୁ କେସିଙ୍ଗା ଯାଉଥିବା ଏକ ଟ୍ରକରେ ନିଆଁ ଜଳୁଥିବା ଜାଣି ପାରି ଡ୍ରାଇଭର କୋମନା ଥାନା ଜାଡାମୁଡା ଉଦ୍ୟାନବନ୍ଦ ମଝିରେ ଗାଡ଼ିକୁ ରଖି ସ୍ଥାନୀୟ ଲୋକଙ୍କ ସହଯୋଗରେ କୋମନା ଅଗ୍ନିଶମ ବିଭାଗକୁ ଫୋନ କରଥିଲେ l ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

 ଉକ୍ତ ଗାଡ଼ିରେ ବିଭିନ୍ନ ପ୍ରକାର ସାମଗ୍ରୀ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ କି କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe