ଝାରସୁଗୁଡ଼ା: ଆଜି ସକାଳୁ ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କାରଣରୁ ବ୍ୟାଙ୍କରେ ଥିବା ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଓ ଫାଇଲ ପୋଡ଼ି ଯାଇଥିବା ଜଣାପଡିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କାରଣରୁ ବ୍ୟାଙ୍କରେ ଥିବା ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଓ ଫାଇଲ ପୋଡ଼ି ଯାଇଥିବା ଜଣାପଡିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଖବର ଲେଖା ହେବା ଯାଏ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଥିବା ୟୁନିଅନ ବ୍ୟାଙ୍କର ଶାଖା ପରିଚାଳକ ସଞ୍ଜୟ ମିଞ୍ଜ କହିଛନ୍ତି।
ଖବର ଲେଖା ହେବା ଯାଏ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଥିବା ୟୁନିଅନ ବ୍ୟାଙ୍କର ଶାଖା ପରିଚାଳକ ସଞ୍ଜୟ ମିଞ୍ଜ କହିଛନ୍ତି।
fire
Follow Us