Fire Incident: ଅଗ୍ନିକାଣ୍ଡରେ ପୋଡ଼ିଗଲା ୧୨ ଲକ୍ଷର ସମ୍ପତ୍ତି

Advertisment

ରାୟଗଡା ଜିଲ୍ଲା ଜେକେପୁର ନିକଟସ୍ଥ କୁମୁଟିପେଣ୍ଠ ଗ୍ରାମର ଏକ ହାର୍ଡୱେର ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡ ରେ ପୋଡି ପାଖାପାଖି ୧୨ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ. ହୋଇଯାଇଛି

ରାୟଗଡା ଜିଲ୍ଲା ଜେକେପୁର ନିକଟସ୍ଥ କୁମୁଟିପେଣ୍ଠ ଗ୍ରାମର ଏକ ହାର୍ଡୱେର ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡ ରେ ପୋଡି ପାଖାପାଖି ୧୨ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ. ହୋଇଯାଇଛି

IMG-20260206-WA0037

ରାୟଗଡା: ରାୟଗଡା ଜିଲ୍ଲା ଜେକେପୁର ନିକଟସ୍ଥ କୁମୁଟିପେଣ୍ଠ ଗ୍ରାମର ଏକ ହାର୍ଡୱେର ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡ ରେ ପୋଡି ପାଖାପାଖି ୧୨ ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ. ହୋଇଯାଇଛି ।

ସୂଚନା ମୁତାବକ ଆଜି ଭୋର ସମୟରେ ଦୋକାନରେ ନିଆଁ ଲାଗିଥିବାର ଖବର ପାଇଥିଲେ ମାନସ ଦଳପତି ।ପରେ ସେ ଘଟଣା ସ୍ଥଳକୁ ଯାଇ କୋଲନରା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପଂହଁଚି ନିଆଁ କୁ ଆୟତ୍ତ କରିଥିଲେ I ଏହି ଘଟଣାରେ ଚାନ୍ଦିଲି ପୁଲିସ ତଦନ୍ତ କରୁଥିବା ଜଣାପଡିଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe