ଖଡ଼ିଆଳରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଶାନ୍ତି ନଗରଠାରେ ଗୁଳି ଚାଳନା, ଅଳ୍ପକେ ବର୍ତ୍ତିଲେ ଯୁବକ। ସୂତ୍ରରୁ ପ୍ରକାଶ ଯେ ଗତ ତିନି ଦିନ ହେଲା ଅଜଣା ତିନିଜଣ ବ୍ୟକ୍ତି ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ସୋମବାର ସେହିମାନଙ୍କ ମଧ୍ୟରୁ କେହି ଗୌରବ ଅଗ୍ରୱାଲ (୨୦)ଙ୍କୁ ଗୁଳି ଚାଳନା କରିଥିବା ପ୍ରକାଶ କରିଛନ୍ତି।

ୂର

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଶାନ୍ତି ନଗରଠାରେ ଗୁଳି ଚାଳନା, ଅଳ୍ପକେ ବର୍ତ୍ତିଲେ ଯୁବକ। ସୂତ୍ରରୁ ପ୍ରକାଶ ଯେ ଗତ ତିନି ଦିନ ହେଲା ଅଜଣା ତିନିଜଣ ବ୍ୟକ୍ତି ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ସୋମବାର ସେହିମାନଙ୍କ ମଧ୍ୟରୁ କେହି ଗୌରବ ଅଗ୍ରୱାଲ (୨୦)ଙ୍କୁ ଗୁଳି ଚାଳନା କରିଥିବା ପ୍ରକାଶ କରିଛନ୍ତି।

ଖଡ଼ିଆଳ ସହରର ଶାନ୍ତି ନଗରଠାରେ ଗୁଳି ଚାଳନା, ଅଳ୍ପକେ ବର୍ତ୍ତିଲେ ଯୁବକ। ସୂତ୍ରରୁ ପ୍ରକାଶ ଯେ ଗତ ତିନି ଦିନ ହେଲା ଅଜଣା ତିନିଜଣ ବ୍ୟକ୍ତି ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ସୋମବାର ସେହିମାନଙ୍କ ମଧ୍ୟରୁ କେହି ଗୌରବ ଅଗ୍ରୱାଲ (୨୦)ଙ୍କୁ ଗୁଳି ଚାଳନା କରିଥିବା ପ୍ରକାଶ କରିଛନ୍ତି। ଗୌରବଙ୍କୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ସେ ଗୁଳି ଶବ୍ଦ ଶୁଣି ଦୁଇ ଥର ବସିଯାଇଥିଲେ। ଗୁଳି ଚାଳନା ପରେ ପୁଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ଗୌରବଙ୍କୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ସେ ଗୁଳି ଶବ୍ଦ ଶୁଣି ଦୁଇ ଥର ବସିଯାଇଥିଲେ। ଗୁଳି ଚାଳନା ପରେ ପୁଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe