ଜିରୋ ନାଇଟ ପାଳନ ଚାଲିଥିବା ବେଳେ ଆକ୍ରମଣ: ୪ ଗୁରୁତର

Advertisment

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନିରେ ଜିରୋ ନାଇଟ ପାଳନ ଚାଲିଥିବା ବେଳେ ଘଟିଛି ଅଘଟଣ। ଏଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି।  ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  

ଡାକ୍ତରଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଅପରାଧୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସବୁଳିଆ ଓଡ଼ିଆରପି କଲୋନିରେ ଜିରୋ ନାଇଟ ପାଳନ ଚାଲିଥିବା ବେଳେ ଘଟିଛି ଅଘଟଣ। ଏଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି।  ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ସହ ଛୁରାମାଡ଼ କରାଯାଇଛି।  ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ୪ ଜଣ ଯୁବକ ଗୁଳିମାଡ଼ କରିବା ସହ ଛୁରାମାଡ଼ କରିଥିବା ଜଣାପଡ଼ିଛି।  ପୁଲିସ ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

 ୪ ଜଣ ଯୁବକ ଗୁଳିମାଡ଼ କରିବା ସହ ଛୁରାମାଡ଼ କରିଥିବା ଜଣାପଡ଼ିଛି।  ପୁଲିସ ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe