ରାଜଧାନୀରେ ଚାଞ୍ଚଲ୍ୟ: ବାର୍ ବାଉନସରଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର

Advertisment

ରାଜଧାନୀର ଏକ ବାରର ଜଣେ ବାଉନସରଙ୍କୁ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୁଲିସ। ପୁଲିସ ଅଭିଯୁକ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ରାଜଧାନୀର ଏକ ବାରର ଜଣେ ବାଉନସରଙ୍କୁ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୁଲିସ। ପୁଲିସ ଅଭିଯୁକ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

dsdscxxc

ଭୁବନେଶ୍ବର: ରାଜଧାନୀର ଏକ ବାରର ଜଣେ ବାଉନସରଙ୍କୁ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୁଲିସ।

ଭୋର୍ ୪ଟା ସମୟରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଥିବା କସମୋପଲିସ ବାରରେ ବିଲ୍ ପୈଠକୁ ନେଇ ଜଣେ ଦୁର୍ବୃତ୍ତ ବାରର ଜଣେ ବାଉନସରଙ୍କୁ ୫ ରାଉଣ୍ଡ ଗୁଳିମାଡ଼ କରିଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ଶିବ ପାତ୍ର ବୋଲି କୁହାଯାଉଛି। ଏଣେଘଟଣା ସଂପର୍କରେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଉନସରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଅଭିଯୁକ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଭୋର୍ ୪ଟା ସମୟରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଛକ ନିକଟରେ ଥିବା କସମୋପଲିସ ବାରରେ ବିଲ୍ ପୈଠକୁ ନେଇ ଜଣେ ଦୁର୍ବୃତ୍ତ ବାରର ଜଣେ ବାଉନସରଙ୍କୁ ୫ ରାଉଣ୍ଡ ଗୁଳିମାଡ଼ କରିଥିଲା। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି। ଫେରାର ଅଭିଯୁକ୍ତ ଶିବ ପାତ୍ର ବୋଲି କୁହାଯାଉଛି। ଏଣେଘଟଣା ସଂପର୍କରେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଉନସରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପୁଲିସ ଅଭିଯୁକ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe