ମତଦାନ ଲାଗି ଆପଣମାନେ ପ୍ରସ୍ତୁତ ତ? ଜାଣନ୍ତୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କେଉଁ ସବୁ ବିଶେଷ ବ୍ୟବସ୍ଥା ଉପଲବ୍ଧ କରାଇଛନ୍ତି ନିର୍ବାଚନ କମିସନ

Advertisment
ମତଦାନ ଲାଗି ଆପଣମାନେ ପ୍ରସ୍ତୁତ ତ? ଜାଣନ୍ତୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କେଉଁ ସବୁ ବିଶେଷ ବ୍ୟବସ୍ଥା ଉପଲବ୍ଧ କରାଇଛନ୍ତି  ନିର୍ବାଚନ କମିସନ

businesstoday.in

• ସମୁଦାୟ ୩୦ଟି ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି।
• ଗୋଟିଏ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦିବ୍ୟାଙ୍ଗ।
• ସମୁଦାୟ ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି।
• ୪୮୬ଟି ମତଦାନ କେନ୍ଦ୍ରରେ େଓ୍ଵବ୍‌କାଷ୍ଟିଂ ସୁବିଧା ଉପଲବ୍ଧ।
• ୨୧୮ଟି ମତଦାନ କେନ୍ଦ୍ରରେ ସି.ସି.ଟି.ଭି ଲାଗିଛି।
• ସେହିପରି ୪୦୮ଟି ମତଦାନ କେନ୍ଦ୍ରରେ ମାଇକୋ-ଅବଜର୍ଭର ରହିଛନ୍ତି।
• ଭିଡ଼ିଓଗ୍ରାଫି ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୨୬୦।
• ଷ୍ଟିଲ୍‌ ଫଟୋଗ୍ରାଫି(ସ୍ଥିରଚିତ୍ର)ଉତ୍ତୋଳନ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା୨୨୯।
• ର‍୍ୟାମ୍ପ୍‌ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ପାନୀୟ ଜଳ ସୁବିଧା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୨।
• ବିଜୁଳି ସଂଯୋଗ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୦୮।
• ଆସବାବ ପତ୍ର ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ପୁରୁଷ ଶୌଚାଳୟ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ମହିଳା ଶୌଚଳାୟ ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୭୨୩୩।
• ହୁଇଲ୍‌ ଚେୟାର ବ୍ୟବସ୍ଥା ଥିବା ମତଦାନ କେନ୍ଦ୍ର ସଂଖ୍ୟା ୬୯୮୮।
• ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଡମି ବ୍ୟାଲଟ୍‌ ପେପର୍‌ ଯୋଗାଇ ଯାଇଥିବା ମତଦାନ କେନ୍ଦ୍ର ସଂଖ୍ୟା ୫୦୫୧।
• ମତଦାନ କେନ୍ଦ୍ରରେ ସମୁଦାୟ ୧୨,୧୬୨ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି।
• ଦିବ୍ୟାଙ୍ଗ ଭୋଟରଙ୍କ ପରିବହନ ପାଇଁ ନିୟୋଜିତ ଯାନବାହାନ ସଂଖ୍ୟା ୨୬୧୭।
• ମତଦାନ କାର୍ଯ୍ୟରେ ନିୟୋଜିତ ମୋଟ ଯାନବାହାନ ସଂଖ୍ୟା ୮୮୭୭।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe