କଙ୍କଡ଼ାହାଡ଼ରେ ଘାଇ: ଜମିହେଲା ଜଳମଗ୍ନ

କଙ୍କଡ଼ାହାଡ଼ରେ ଘାଇ: ଜମିହେଲା ଜଳମଗ୍ନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାମିଆଳ ବାମ କେନାଲର ସଶାପସି ଡଙ୍ଗାପାଳ ମଧ୍ୟରେ ଥିବା କୁଶବେରଣା ନିକଟରେ ଘାଇ ହୋଇଥିବାର ଖବର ମିଳିଛି। ଏହାଫଳରେ ଅନେକ ଜମି ଜଳମଗ୍ନ ହୋଇଛି।

ଆଜି ସକାଳୁ ମୁଖ୍ୟ କେନାଲରେ ହୋଇଛି ଘାଇ ପ୍ରାୟ ୨୦ ଫୁଟ ଉପରେ ଘାଇ ହୋଇଛି, ଯାହାଫଳରେ ତଳି ଅଞ୍ଚଳରେ ହୋଇଥିବା ଧାନ ଫସଲ ଏବେ ଜଳମଗ୍ନ ହୋଇ ରହିଛି। ନିମ୍ନମାନର କାମ ପାଇଁ ଏଭଳିଆ କେନାଲ ଭାଙ୍ଗିଥିବା ଅଭିଯୋଗ ହୋଇଛି। ତୁରନ୍ତ କେନାଲ ମରାମତି କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe