୧୦ ବର୍ଷ ପରେ ସୁନ୍ଦରଗଡ଼ର ରାଣୀ ବଗିଚାରେ ପଶିଲା ବନ୍ୟାଜଳ

Advertisment

ପଡ଼ାରେ ପଶିଲା ଇବ ନଦୀ ବନ୍ୟା ଜଳ। ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନମ୍ବର ୧ ରାଣୀ ବଗିଚାରେ ପଶିଲା ବନ୍ୟାଜଳ। ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବୃଦ୍ଧି ପାଇଛି।

9911fce6-c80e-4e9a-80a3-a4b930a8aa1f

ସୁନ୍ଦରଗଡ଼: ପଡ଼ାରେ ପଶିଲା ଇବ ନଦୀ ବନ୍ୟା ଜଳ। ସୁନ୍ଦରଗଡ଼ ପୌରପାଳିକା ୱାର୍ଡ ନମ୍ବର ୧ ରାଣୀ ବଗିଚାରେ ପଶିଲା ବନ୍ୟାଜଳ। ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବୃଦ୍ଧି ପାଇଛି। ରାଣୀ ବଗିଚା ସମେତ ପିଏଚଡି ପମ୍ପ ହାଉସ ଏବଂ ଜଳ ବିଶୋଧନାଗାରରେ ପଶିଛି ବନ୍ୟା ଜଳ। ଉପର ମୁଣ୍ଡ ଛତିଶଗଡ଼ରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଇବ୍ ନଦୀର ଜଳସ୍ତର ବିପଦ ସଙ୍କେତ ଠାରୁ ଉପରକୁ ପ୍ରବାହିତ ହେଉଛି।

ସୁନ୍ଦରଗଡ଼ ସୀମାନ୍ତ ସମଡମା ଵ୍ୟାରେଜର ସମସ୍ତ ୪୦ଟି ଗେଟ ଖୋଲି ଦେବା ଫଳରେ ଇବର ଜଳସ୍ତର ବୃଦ୍ଧି ପାଇଛି । ୨୦୧୫ ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଯୋଗୁଁ ରାଣୀ ବଗିଚା ସମେତ ତଳି ଅଞ୍ଚଳଗୁଡ଼ିକ ବନ୍ୟା ଜଳରେ ବୁଡ଼ିଯାଇଥିଲା । ୧୦ ବର୍ଷ ପରେ ସୁନ୍ଦରଗଡ଼ରେ ଏପରି ସ୍ଥିତି ପୁଣି ଥରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe