ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ ବନ୍ୟା ପାଣି

Advertisment

ଆଖୁଆପଦା ନିକଟରେ କମୁଛି ଜଳସ୍ତର। ଏଠାରେ ବିପଦ ସଂକେତ ୧୮.୩୩ ଥିବା ବେଳେ ୧୭.୭୨ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି | ଭଣ୍ଡାରିପୋଖରୀ ଧାମନଗର ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଚାଲୁଥିବାର ଦେଖିବାକୁ ମିଳିଛି| 

ଆଖୁଆପଦା ନିକଟରେ କମୁଛି ଜଳସ୍ତର। ଏଠାରେ ବିପଦ ସଂକେତ ୧୮.୩୩ ଥିବା ବେଳେ ୧୭.୭୨ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି | ଭଣ୍ଡାରିପୋଖରୀ ଧାମନଗର ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଚାଲୁଥିବାର ଦେଖିବାକୁ ମିଳିଛି| 

baitarini

ଭଦ୍ରକ: ଆଖୁଆପଦା ନିକଟରେ କମୁଛି ଜଳସ୍ତର। ଏଠାରେ ବିପଦ ସଂକେତ ୧୮.୩୩ ଥିବା ବେଳେ ୧୭.୭୨ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି | ଭଣ୍ଡାରିପୋଖରୀ ଧାମନଗର ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଚାଲୁଥିବାର ଦେଖିବାକୁ ମିଳିଛି| 

ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନୀ ସହଡ଼ା ହସିନାବାଦ ଅର୍ଜୁନପୁର ଚାରୋଟି ପଞ୍ଚାୟତରେ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ କରିଛନ୍ତି ଜ଼ିଲ୍ଲାପାଳ | ଆଜି ଭୋର ଭୋର ଏହି ସବୁ ଅଂଚଳରେ ବନ୍ୟା ପାଣି କମି ଥିବାର ଦେଖିବାକୁ ମିଳିଛି | ତେବେ କେତେ ଚାଷ ଜମି କ୍ଷତିଗ୍ରସ୍ତ ହେଇଛି ତାହାର ରିପୋର୍ଟ ଆସିଲେ ସଠିକ ତଥ୍ୟ ମିଳିବ ବୋଲି କହିଛନ୍ତି ଜ଼ିଲ୍ଲାପାଳ | ହସିନାବାଦ  ଅଂଚଳ ରେ ସେଭଳି ବଡ଼ ଧରଣର କ୍ଷୟକ୍ଷତି ହେଇ ନଥିବା ବେଳେ ବନ୍ଧ ତଳେ ରହୁଥିବା ଜଣେ ବୃଦ୍ଧାଙ୍କ ଦୋକାନ ଘର ବନ୍ୟାରେ ଭାଙ୍ଗି ଥିବାର ଦେଖିବାକୁ ମିଳିଛି।  

ସେହିପରି ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନୀ ସହଡ଼ା ହସିନାବାଦ ଅର୍ଜୁନପୁର ଚାରୋଟି ପଞ୍ଚାୟତରେ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ କରିଛନ୍ତି ଜ଼ିଲ୍ଲାପାଳ | ଆଜି ଭୋର ଭୋର ଏହି ସବୁ ଅଂଚଳରେ ବନ୍ୟା ପାଣି କମି ଥିବାର ଦେଖିବାକୁ ମିଳିଛି | ତେବେ କେତେ ଚାଷ ଜମି କ୍ଷତିଗ୍ରସ୍ତ ହେଇଛି ତାହାର ରିପୋର୍ଟ ଆସିଲେ ସଠିକ ତଥ୍ୟ ମିଳିବ ବୋଲି କହିଛନ୍ତି ଜ଼ିଲ୍ଲାପାଳ | ହସିନାବାଦ  ଅଂଚଳ ରେ ସେଭଳି ବଡ଼ ଧରଣର କ୍ଷୟକ୍ଷତି ହେଇ ନଥିବା ବେଳେ ବନ୍ଧ ତଳେ ରହୁଥିବା ଜଣେ ବୃଦ୍ଧାଙ୍କ ଦୋକାନ ଘର ବନ୍ୟାରେ ଭାଙ୍ଗି ଥିବାର ଦେଖିବାକୁ ମିଳିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe