କଳାପଥର: ବାଙ୍କୀ-ଡମପଡ଼ା ମଣ୍ଡଳ ଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ଦିବ୍ୟାଙ୍ଗ ପିଲାଙ୍କ ମୂଲ୍ୟାଙ୍କନ ଅନ୍ୟପଟେ ଉପକରଣ ବଣ୍ଟନ ପାଇଁ ଯେଉଁ ଆନୁସଙ୍ଗିକ ବ୍ୟବସ୍ଥା ସରକାର କରିଛନ୍ତି। ଅର୍ଥାତ୍ ପ୍ରତି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଯେଉଁ ଖାଦ୍ୟପେୟର ବ୍ୟବସ୍ଥା ପାଇଁ ଗୋଟିଏ ଦିବ୍ୟାଙ୍ଗ ପିଲାଙ୍କ ପିଛା ଦୁଇ ପ୍ରହର ମିଲ ବାବଦକୁ ୧ ଶହ ଟଙ୍କା ଅନ୍ୟପଟେ ସକାଳ ଟିଫିନ ପାଇଁ ୨୦ ଟଙ୍କାର ଖର୍ଚ୍ଚ ପାଇଁ ସରକାରୀ ଅର୍ଥ ଆସିଛି। କିନ୍ତୁ ବିଶେଷ ସୂତ୍ରରୁ ସୂଚନା ଆସିଛି ଦିବ୍ୟାଙ୍ଗଙ୍କ ପାଇଁ ଆସିଥିବା ଜଳପାନର ଅର୍ଥକୁ ହରିଲୁଟ୍ କରାଯାଇଛି। ଯଦି ଏହା ସତ୍ୟ ତାହେଲେ ସାଙ୍ଘାତିକ. ଶୁଣିବାକୁ ମିଳୁଛି ସକାଳ ସମୟର ଟିଫିନ ପାଇଁ ଯେଉଁ ୨୦ ଟଙ୍କା ସରକାର ମଂଜୁରୀ ଦେଇଛନ୍ତି ସେଠି ଦିବ୍ୟାଙ୍ଗମାନଙ୍କୁ ଟିଫିନ ହିଁ ଦିଆଯାଇଛି।
ସେପଟେ ମାଧ୍ୟାନ୍ନ ଭୋଜନ ପାଇଁ ଯେଉଁ ଅର୍ଥ ବ୍ୟୟବରାଦ କରାଯାଇଥିଲା ଯାହା ରହିଥିବା ମୂଲ୍ୟ ୧ ଶହ ଟଙ୍କା ସେଥିରେ ମଧ୍ୟ ଲୁଟ ହୋଇଛି. ନିମ୍ନ ମାନର ଖାଦ୍ୟ ଅର୍ଥାତ ୬୦ ଟଙ୍କିଆ ମିଲ ଦେଇ ହରିଲୁଟ୍ କରିଛନ୍ତି ବାବୁ ୪୦ ଟଙ୍କା। ଡମପଡ଼ା ବ୍ଲକ ମଧ୍ୟରେ ରହିଥିବା କାଫେ ସେଣ୍ଟରୁ ସମସ୍ତ ୨ ପ୍ରହରର ଖାଦ୍ୟ ଅଣା ଯାଇଛି। ଏହି ଭଳି ଯଦି ୩ ଦିନର କାର୍ଯ୍ୟକ୍ରମକୁ ହିସାବ କରାଯାଏ, ଦିବ୍ୟାଙ୍ଗ ପିଲାଙ୍କ ମୂଲ୍ୟାଙ୍କନ ଅନ୍ୟପଟେ ଉପକରଣ ବଣ୍ଟନ ସେପଟେ ଦିବ୍ୟାଙ୍କ ଅବିଭାବକ ଙ୍କ ପାଇଁ ସଚେତନତା ପ୍ରଶିକ୍ଷଣ ବାବଦ ରେ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ସରକାର ଏଥିରୁ ଯଦି ମିଲ ଓ ଟିଫିନ ବାବଦରେ ଏହି ଭଳି ଖାଦ୍ୟ ନିମ୍ନ ମାନର ଦେଇ ଅନ୍ୟପଟେ ସକାଳ ଟିଫିନ ନ ଦେଇ ସରକାରୀ ଅର୍ଥ ବାବୁ ଲୁଟିଛନ୍ତି। ତେବେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଭିତରେ କେଉଁ ଭଳି ଲୁଟ୍ ହୋଇଥାଇପାରେ।

Follow Us