Advertisment

ଥମୁନି ହାତୀ ଉପଦ୍ରବ: ଗ୍ରାମବାସୀଙ୍କ ଦ୍ବାରା ବନକର୍ମଚାରୀଙ୍କ ଅଟକ

Advertisment

 ହାତୀକୁ ଜଙ୍ଗଲକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ୨ ଘଣ୍ଟା ହେବ ଗ୍ରାମରେ ଅଟକ ରଖିଛନ୍ତି। ଅଖିଆ ପିଆ ବନକର୍ମଚାରୀ ଘଟଣା ସ୍ଥଳରେ ଅଟକ ରହିଥିବା ବେଳେ ଗ୍ରାମବାସୀଙ୍କ ଦାବୀ ତୁରନ୍ତ ଆମକୁ କ୍ଷତିପୂରଣ ଦିଆଯାଉ, ନଚେତ ଭାଙ୍ଗିଥିବା ଘରକୁ ସଜଡାଯାଉ।

nilagiri

ନୀଳଗିରି: ନୀଳଗିରି ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ। ପ୍ରତିଦିନ ହାତୀ କେଉଁଠି ନା କେଉଁଠି ତାଣ୍ଡବ ରଚୁଥୁବା ବେଳେ ଆଜି ଔପଦା ବ୍ଲକ ଢୋଲପୁର ଗ୍ରାମରେ ବହୁ କ୍ଷୟକ୍ଷତି ରଚିଥିବା ଦେଖିବାକୁ ମିଳିଛି। ନିକଟ ଜଙ୍ଗଲରୁ ଭୋର ସମୟରେ ହାତୀ ଗାଁ ମୁହାଁ ହେବା ସହ ସକାଳୁ ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଥିଲା। ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଭାଙ୍ଗିବା ସହ ଅନେକ ଚାଷ ମଧ୍ୟ ନଷ୍ଟ କରିଛନ୍ତି।

 ହାତୀକୁ ଜଙ୍ଗଲକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ କର୍ମଚାରୀଙ୍କୁ ୨ ଘଣ୍ଟା ହେବ ଗ୍ରାମରେ ଅଟକ ରଖିଛନ୍ତି। ଅଖିଆ ପିଆ ବନକର୍ମଚାରୀ ଘଟଣା ସ୍ଥଳରେ ଅଟକ ରହିଥିବା ବେଳେ ଗ୍ରାମବାସୀଙ୍କ ଦାବୀ ତୁରନ୍ତ ଆମକୁ କ୍ଷତିପୂରଣ ଦିଆଯାଉ, ନଚେତ ଭାଙ୍ଗିଥିବା ଘରକୁ ସଜଡାଯାଉ। ଘଟଣା ସ୍ଥଳରେ ପହଞ୍ଚିଲେ ରେଞ୍ଜର ଓ ନୀଳଗିରି ପଲିସ ଘର ଭାଙ୍ଗିଥିବା ଲୋକଙ୍କ ଘର ପରିଦର୍ଶନ କରିବା ସହ ସ୍ଥାୟୀ ସମାଧାନ କରିବା ପାଇଁ ଚାଲିଛି ସମସ୍ତ ପ୍ରଚେଷ୍ଟା ବୋଲି କହିଛନ୍ତି। ଯଦି କୌଣସି ସମାଧାନ ନହୁଏ, ବନକର୍ମଚାରୀଙ୍କୁ ଛଡାଯିବନି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe