ଦନ୍ତା ହାତୀ ଉତ୍ପାତ ଯୋଗୁ ଲୋକେ ଅତିଷ୍ଠ , ୧୨ ଘଣ୍ଟିଆ ଘୁ.ଉଦୟଗିରି ଓ କଳିଙ୍ଗା ବନ୍ଦ

ଦନ୍ତା ହାତୀ ଉତ୍ପାତ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଘୁ.ଉଦୟଗିରି ଓ କଳିଙ୍ଗା ବନ୍ଦ ପାଳନ କରାଯାଉଛି। ବାଲିଗୁଡ଼ା– ବ୍ରହ୍ମପୁର ଓ ଫୁଲବାଣୀ – ବ୍ରହ୍ମପୁର ରାଞ୍ଚି ବିଜୟୱାଡ଼ା କରିଡର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

elephant

ବାଲିଗୁଡ଼ା: ଦନ୍ତା ହାତୀ ଉତ୍ପାତ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଘୁ.ଉଦୟଗିରି ଓ କଳିଙ୍ଗା ବନ୍ଦ ପାଳନ କରାଯାଉଛି। ଦନ୍ତା ହାତୀକୁ ସ୍ଥାନାନ୍ତର ସହ ଅଞ୍ଚଳବାସୀଙ୍କ ସୁରକ୍ଷା ନିମନ୍ତେ ୪ ଦଫା ଦାବୀ ନେଇ ବନ୍ଦ ଡକରା ଦିଆଯାଇଛି।

୨୦ ଖଣ୍ଡ ଗାଁର ଲୋକ ଜି.ଉଦୟଗିରି ଓ କଳିଙ୍ଗା ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଛନ୍ତି। ବାଲିଗୁଡ଼ା– ବ୍ରହ୍ମପୁର ଓ ଫୁଲବାଣୀ – ବ୍ରହ୍ମପୁର ରାଞ୍ଚି ବିଜୟୱାଡ଼ା କରିଡର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

୨୦ ଖଣ୍ଡ ଗାଁର ଲୋକ  ଜି.ଉଦୟଗିରି ଓ କଳିଙ୍ଗା ୧୨ ଘଣ୍ଟିଆ ବନ୍ଦ ଡକରା ଦେଇଛନ୍ତି। ବାଲିଗୁଡ଼ା– ବ୍ରହ୍ମପୁର ଓ ଫୁଲବାଣୀ – ବ୍ରହ୍ମପୁର ରାଞ୍ଚି ବିଜୟୱାଡ଼ା କରିଡର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe