ମାଲକାନଗିରି: ୬ କ୍ୱିଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ପୁଲିସ ଶୁକ୍ରବାର ୧୧ ଜଣଙ୍କୁ ଗିରଫ କରିଛି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲିରୁ ପଡ଼େଶୀ ଛତିଶଗଡ଼କୁ ଚାଲାଣ ବେଳେ ଏମାନେ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
ମାଲକାନଗିରି: ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୧୧ ଗିରଫ
Advertisment
Follow Us