ବିପୁଳ ଗଞ୍ଜେଇ ଜବତ, ବନ୍ଧାହେଲେ ୨ ଅଭିଯୁକ୍ତ

Advertisment

ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ମୁଖରୁ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସେକ୍ଟର-୧୪ ର ପ୍ରଫୁଲ୍ଲ ନାୟକ (୩୮) ଓ ସେକ୍ଟର-୧୬ର ମମତା ସିଂହ (୪୭)।

ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ମୁଖରୁ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସେକ୍ଟର-୧୪ ର ପ୍ରଫୁଲ୍ଲ ନାୟକ (୩୮) ଓ ସେକ୍ଟର-୧୬ର ମମତା ସିଂହ (୪୭)।

ganza1

ରାଉରକେଲା: ରାଉରକେଲା ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ମୁଖରୁ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ସେକ୍ଟର-୧୪ ର ପ୍ରଫୁଲ୍ଲ ନାୟକ (୩୮) ଓ ସେକ୍ଟର-୧୬ର ମମତା ସିଂହ (୪୭)। ସେମାନଙ୍କ ପାଖରୁ  ୩୮,୬୫୦ କେଜି ଗଞ୍ଜେଇ ଜବତ ହୋଇଛି। ଏହାସହ ଏକ କାର୍ ବି ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe