ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ: ୬ ରାଜସ୍ଥାନ ଓ ୩ ନୂଆପଡ଼ାର ଅଭିଯୁକ୍ତ ଗିରଫ

Advertisment

ଖରିଆର ରୋଡ଼ ଜୋଙ୍କ ଥାନା ପୁଲିସ ଲକ୍ଷାଧିକ ଟଙ୍କାର  ଗଞ୍ଜେଇ ଜବତ  କରିବା ସହ  ରାଜସ୍ଥାନର ୬ ଜଣ ବ୍ୟକ୍ତି ଓ ନୂଆପଡ଼ାର ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏନେଇ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଏକ  ସାମ୍ବାଦିକ ସମ୍ମିଳନରେ ସୂଚନା  ଦେଇଛନ୍ତି।

ଖରିଆର ରୋଡ଼ ଜୋଙ୍କ ଥାନା ପୁଲିସ ଲକ୍ଷାଧିକ ଟଙ୍କାର  ଗଞ୍ଜେଇ ଜବତ  କରିବା ସହ  ରାଜସ୍ଥାନର ୬ ଜଣ ବ୍ୟକ୍ତି ଓ ନୂଆପଡ଼ାର ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏନେଇ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଏକ  ସାମ୍ବାଦିକ ସମ୍ମିଳନରେ ସୂଚନା  ଦେଇଛନ୍ତି।

zx

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପୁଲିସକୁ ଅପରେସନ ‘ଶୁଦ୍ଧି’ରେ ପୁଣି ସଫଳତା ମିଳିଛି। ଖରିଆର ରୋଡ଼ ଜୋଙ୍କ ଥାନା ପୁଲିସ ଲକ୍ଷାଧିକ ଟଙ୍କାର  ଗଞ୍ଜେଇ ଜବତ  କରିବା ସହ  ରାଜସ୍ଥାନର ୬ ଜଣ ବ୍ୟକ୍ତି ଓ ନୂଆପଡ଼ାର ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏନେଇ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଏକ  ସାମ୍ବାଦିକ ସମ୍ମିଳନରେ ସୂଚନା  ଦେଇଛନ୍ତି।

zx  

ସୂଚନା ଅନୁଯାୟୀ, ଖରିଆର ରୋଡ଼ ଥାନା ମଙ୍ଗରପାଲି ରେଲୱେ  ଓଭର ବ୍ରଜ୍  ତଳେ ଗଞ୍ଜେଇ ଚାଲଣ  ହେଉଥିବା ଖରିଆର ରୋଡ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।  ସେଠାରୁ ପୁଲିସ ୨୮ କେଜି ଗଞ୍ଜେଇ ଜବତ କରିବା ସହ ରାଜସ୍ଥାନ ରାଜ୍ୟ ଚୋରଗାରପୁର ଗ୍ରାମର ରଘୁବୀର ସିଂ (୨୯) ରାଜସ୍ଥାନ ରାଜ୍ୟ ଗୋରିୟା ଗ୍ରାମର ଶକ୍ତି ସିଂ ଶେଖାୱତ୍ (୨୫) ରାଜସ୍ଥାନ ରାଜ୍ୟ ମେରତାରୋଡ଼ ର ଜିବରାଜ ସିଂ (୨୨) ରାଜସ୍ଥାନ ରାଜ୍ୟ ମଇଦାନ ଗ୍ରାମର ଅନିଶ ଖାନ (୨୦) ରାଜସ୍ଥାନ ସମ୍ଭର୍ ଗ୍ରାମର ଜିତେନ୍ଦ୍ର କୁମାର ଅଟଲ (୨୪) ରାଜସ୍ଥାନା ରାଜ୍ୟ ହଟୋଜ ଗ୍ରାମର  ସଂଞ୍ଜୟ କୁମାର ସାନୀ(୩୧) ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଳି ଗ୍ରାମର ବିଦୁର ଦୁରିଆ (୨୯) ଖରିଆର ରୋଡ ଥାନା ମଙ୍ଗରାପାଳି ଗ୍ରାମର ରାଜୁ ସାହୁ (୩୫), ମୁନ୍ନା ସାହୁ (୫୫)ଙ୍କୁ ଗିରଫ କରିଛନ୍ତି।

ଖରିଆର ରୋଡ଼ ଥାନା ମଙ୍ଗରପାଲି ରେଲୱେ  ଓଭର ବ୍ରଜ୍  ତଳେ ଗଞ୍ଜେଇ ଚାଲଣ  ହେଉଥିବା ଖରିଆର ରୋଡ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା।  ସେଠାରୁ ପୁଲିସ ୨୮ କେଜି ଗଞ୍ଜେଇ ଜବତ କରିବା ସହ ରାଜସ୍ଥାନ ରାଜ୍ୟ ଚୋରଗାରପୁର ଗ୍ରାମର ରଘୁବୀର ସିଂ (୨୯) ରାଜସ୍ଥାନ ରାଜ୍ୟ ଗୋରିୟା ଗ୍ରାମର ଶକ୍ତି ସିଂ ଶେଖାୱତ୍ (୨୫) ରାଜସ୍ଥାନ ରାଜ୍ୟ ମେରତାରୋଡ଼ ର ଜିବରାଜ ସିଂ (୨୨) ରାଜସ୍ଥାନ ରାଜ୍ୟ ମଇଦାନ ଗ୍ରାମର ଅନିଶ ଖାନ (୨୦) ରାଜସ୍ଥାନ ସମ୍ଭର୍ ଗ୍ରାମର ଜିତେନ୍ଦ୍ର କୁମାର ଅଟଲ (୨୪) ରାଜସ୍ଥାନା ରାଜ୍ୟ ହଟୋଜ ଗ୍ରାମର  ସଂଞ୍ଜୟ କୁମାର ସାନୀ(୩୧) ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଳି ଗ୍ରାମର ବିଦୁର ଦୁରିଆ (୨୯) ଖରିଆର ରୋଡ ଥାନା ମଙ୍ଗରାପାଳି ଗ୍ରାମର ରାଜୁ ସାହୁ (୩୫), ମୁନ୍ନା ସାହୁ (୫୫)ଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୨୮ କେଜି ୩୫୦ ଗ୍ରାମ ଗଞ୍ଜେଇ ସହ ୯ଟି ମୋବାଇଲ ଫୋନ ଜବତ କରାଯାଇଛି।

ସେମାନଙ୍କ ଠାରୁ ୨୮ କେଜି ୩୫୦ ଗ୍ରାମ ଗଞ୍ଜେଇ ସହ ୯ଟି ମୋବାଇଲ ଫୋନ ଜବତ କରାଯାଇଛି। ଗତକାଲି ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ପୁଲିସ ସୂଚନା ଦେଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe