ସ୍ଥଳଭାଗରେ ପାରାଙ୍କୁ ଶିକାର କରେ ଏହି ଖତରନାକ ମାଛ, ଦେଖନ୍ତୁ ଭିଡିଓ 

Advertisment
ସ୍ଥଳଭାଗରେ ପାରାଙ୍କୁ ଶିକାର କରେ ଏହି ଖତରନାକ ମାଛ, ଦେଖନ୍ତୁ ଭିଡିଓ 

ଯଦି ଆପଣଙ୍କୁ କିଏ କହେ ମାଛ ମାନେ ମଧ୍ୟ ପାରାଙ୍କ ଶିକାର କରନ୍ତି ଏହି କଥା ଆପଣଙ୍କୁ ମଜା ଲାଗି ପାରେ, କିନ୍ତୁ ଆପଣଙ୍କୁ କହି ରଖୁଛୁ ସତରେ ଏହି ପରି ହୋଇଥାଏ । ଏହି ଅଜବ ଗଜବ ଦୁନିଆରେ କିଛି ବି ହୋଇପାରେ, ଏହି ମାଛର ନା ହେଉଛି ‘କ୍ୟାଟ୍‌ ଫିସ୍‌’।  କହାଯାଉଛି କି ଏହା ଭେଲ ପ୍ରଜାତିର ମାଛ, ତିନି ବର୍ଷ ପୂର୍ବେ ଯେତେବେଳେ ଏହି ମାଛକୁ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳିଲା ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଭାବିଲେ ଯେ ସମୁଦ୍ରରେ ରହୁଥିବା ମାଛ ପାହାଡିଆ ଅଞ୍ଚଳକୁ କିପରି ଆସିଲେ । ସୂଚନା ଅନୁଯାୟୀ ପାହାଡି ଅଞ୍ଚଳରେ ଏବେ ଏହି ମାଛଙ୍କ ସଂଖ୍ୟା ଅଧିକ, ଏହି ମାଛଙ୍କ ଆୟୁଷ ପାଖାପାଖି ୧୦ ବର୍ଷ ଅଟେ । ଭେଲ ପ୍ରଜାତିର ଏହି ମାଛକୁ ‘ରାକ୍ଷାସ କ୍ୟାଟ୍‌ ଫିସ୍‌’ ବୋଲି କୁହାଯାଏ । ଖାଲି ପଶୁମାନେ ଶିକାର କରନ୍ତି ତାହା ନୁହେଁ, କ୍ୟାଟ ଫିସ୍‌ ମଧ୍ୟ ନିଜ ଶିକାରର ପିଛା କରି ଶିକାର କରିଥାଏ । ଖାସ୍‌ କରି ପାରାମାନଙ୍କ ଶିକାର କରିବାକୁ ଏହି ମାଛ ପସନ୍ଦ କରିଥାଏ । ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଆସନ୍ତୁ ଦେଖିବା ଭିଡିଓ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe