ସରକାରୀ କ୍ବାର୍ଟରରେ ଜୀବନ ହାରିଲେ ଛାତ୍ରୀ

ରାଜଧାନୀ ୬ ନମ୍ବର ସ୍ଥିତ ସରକାରୀ କ୍ୱାର୍ଟରରେ+୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବେକରେ ରଶି ଲଗେଇ ଝୁଲି ପଡ଼ିଥିବା ସୂଚନା ରହିଛି । ଛାତ୍ରୀଙ୍କ ଘର ଜଗସିଂହପୁର ଜିଲ୍ଲା ପଥୁରିଆ ଅଞ୍ଚଳରେ ବୋଲି ସୂଚନା ମିଳିଛି।

Dead

ଭୁବନେଶ୍ବର: ପୁଣି ଆତ୍ମହତ୍ୟା କଲେ ଛାତ୍ରୀ। ରାଜଧାନୀ ୬ ନମ୍ବର ସ୍ଥିତ ସରକାରୀ କ୍ୱାର୍ଟରରେ+୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବେକରେ ରଶି ଲଗେଇ ଝୁଲି ପଡ଼ିଥିବା ସୂଚନା ରହିଛି । ଛାତ୍ରୀଙ୍କ ଘର ଜଗସିଂହପୁର ଜିଲ୍ଲା ପଥୁରିଆ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସରକାରୀ କ୍ୱାର୍ଟରରେ ଦୁଇ ଭଉଣୀ ଭଡ଼ାରେ ରହୁଥିଲେ। ବଡ଼ ଭଉଣୀ ବାହାରକୁ ଯିବା ସମୟରେ ସାନ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ରାଜଧାନୀ ୬ ନମ୍ବର ସ୍ଥିତ ସରକାରୀ କ୍ୱାର୍ଟରରେ+୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବେକରେ ରଶି ଲଗେଇ ଝୁଲି ପଡ଼ିଥିବା ସୂଚନା ରହିଛି । ଛାତ୍ରୀଙ୍କ ଘର ଜଗସିଂହପୁର ଜିଲ୍ଲା ପଥୁରିଆ ଅଞ୍ଚଳରେ ବୋଲି ସୂଚନା ମିଳିଛି। ସରକାରୀ କ୍ୱାର୍ଟରରେ ଦୁଇ ଭଉଣୀ ଭଡ଼ାରେ ରହୁଥିଲେ। ବଡ଼ ଭଉଣୀ ବାହାରକୁ ଯିବା ସମୟରେ ସାନ ଭଉଣୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

 ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୁଲିସ୍। ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe