ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ, ମୁଖ୍ୟ ଅଭିଯୁକ୍ତ ଚମ୍ପଟ

Advertisment

ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ। ଜଣେ ଦୁର୍ବୃତ୍ତକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଲେ ସ୍ଥାନୀୟ ଲୋକ। ତେବେ ମୁଖ୍ୟ ଆସାମୀ ଚେନ୍ ଧରି ଚମ୍ପଟ ମାରିଥିବା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର ବିଜୟଲକ୍ଷ୍ମୀ ରଥ ନାମକ ଜଣେ ମହିଳା ଏହି ଲୁଟର ଶିକାର ହୋଇଛନ୍ତି ।

jey

ଜୟପୁର: ଇରିଗେସନ କଲୋନୀରେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ। ଜଣେ ଦୁର୍ବୃତ୍ତକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧିଦେଲେ ସ୍ଥାନୀୟ ଲୋକ। ତେବେ ମୁଖ୍ୟ ଆସାମୀ ଚେନ୍ ଧରି ଚମ୍ପଟ ମାରିଥିବା ଜଣାଯାଇଛି। ସ୍ଥାନୀୟ ଅଞ୍ଚଳର ବିଜୟଲକ୍ଷ୍ମୀ ରଥ ନାମକ ଜଣେ ମହିଳା ଏହି ଲୁଟର ଶିକାର ହୋଇଛନ୍ତି । ଏନେଇ ସେ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏଣେ ଏତଲା ପାଇବା ପରେ ଜୟପୁର ଟାଉନ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ଉଦ୍ୟମ କରୁଥିବା ଜଣାଯାଇଚି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe