କଂଜାମଯୋଡି ଗ୍ରାମରେ ଲୋକଙ୍କ ସହ ଆଲୋଚନା କଲେ ସରକାରୀ ଅଧିକାରୀ

Advertisment

ସମ୍ପର୍କୀୟକୁ ପିଉସୀଙ୍କୁ ଭଲପାଇ ବାହାହେବା ଓ ପରମ୍ପରା ଦ୍ୱାହି ଦେଇ ନିର୍ଯାତନା ଗ୍ରାମବାସୀ ଦେବା ଘଟଣାରେ ଆଜି ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛି। ଅନ୍ୟପଟେ ପୁଲିସ ଉଭୟ ପ୍ରେମୀ ଯୁଗଳକୁ ଥାନାକୁ ଆଣି ପଚରାଉଚରା କରି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗ୍ରାମରେ ଛାଡ଼ିଛି।

gh

କଲ୍ୟାଣସିଂହପୁର: ସମ୍ପର୍କୀୟକୁ ପିଉସୀଙ୍କୁ ଭଲପାଇ ବାହାହେବା ଓ ପରମ୍ପରା ଦ୍ୱାହି ଦେଇ ନିର୍ଯାତନା ଗ୍ରାମବାସୀ ଦେବା ଘଟଣାରେ ଆଜି ଜିଲ୍ଲା ପ୍ରଶାସନ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଛି। ଅନ୍ୟପଟେ ପୁଲିସ ଉଭୟ ପ୍ରେମୀ ଯୁଗଳକୁ ଥାନାକୁ ଆଣି ପଚରାଉଚରା କରି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଗ୍ରାମରେ ଛାଡ଼ିଛି।

ଆଦିବାସୀଙ୍କ ପରମ୍ପରା ଅନେକ ରହିଛି ସତ, କିନ୍ତୁ ପ୍ରେମୀ ଯୁଗଳଙ୍କୁ ହଳ କରି ବୁଲାଇବା,ଉଲଗ୍ନ ହେବା ପାଇଁ କହିବା ଓ ଆମ୍ବ ପାଣି ଗାଧୋଇବା ଘଟଣାକୁ ପ୍ରଶାସନ ଗୁରୁତ୍ବର ସହ ନେଇଥିବା ବେଳେ ଗ୍ରାମବାସୀ କନ୍ଧକୁଳ ଓ ପ୍ରେମୀ ଯୁଗଳ ଆମ ପରମ୍ପରା ଅନୁଯାୟୀ ହୋଇଛି ବୋଲି କିହିଛନ୍ତି। ଏହି ତଦନ୍ତରେ ଉପ ଜିଲ୍ଲାପାଳ, ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ କନ୍ଧକୁଳ ସଭାପତି ଓ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନା କରି ଅନ୍ଧ ବିଶ୍ୱାସକୁ କିପରି ଦୂର କରିବେ ବୋଲି ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe