ବିଏସଏଫ ଯବାନଙ୍କୁ ଗାର୍ଡ ଅଫ ଅନର,୧୦ ମାସ ରକ୍ତ କର୍କଟରେ ଚିକିତ୍ସିତ ହେଉଥିଲେ

Advertisment

ବିଏସଏଫ ଯବାନ ସୁବୋଧ କୁମାର ନାଏକଙ୍କ ଦେହାନ୍ତ ପରେ ପୈତୃକ ଗ୍ରାମ ସୁନ୍ଦରଗଡ଼ ସଦର ଥାନା ରତନପୁରରେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଯବାନ ସୁବୋଧ କୁମାର ନାଏକ ବିଏସଏଫର ୮୨  ବାଟାଲିୟନରେ ଜମ୍ମୁରେ ମୁତୟନ ଥିଲେ।

ବିଏସଏଫ ଯବାନ ସୁବୋଧ କୁମାର ନାଏକଙ୍କ ଦେହାନ୍ତ ପରେ ପୈତୃକ ଗ୍ରାମ ସୁନ୍ଦରଗଡ଼ ସଦର ଥାନା ରତନପୁରରେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଯବାନ ସୁବୋଧ କୁମାର ନାଏକ ବିଏସଏଫର ୮୨  ବାଟାଲିୟନରେ ଜମ୍ମୁରେ ମୁତୟନ ଥିଲେ।

nm

ସୁନ୍ଦରଗଡ଼: ବିଏସଏଫ ଯବାନ ସୁବୋଧ କୁମାର ନାଏକଙ୍କ ଦେହାନ୍ତ ପରେ ପୈତୃକ ଗ୍ରାମ ସୁନ୍ଦରଗଡ଼ ସଦର ଥାନା ରତନପୁରରେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଯବାନ ସୁବୋଧ କୁମାର ନାଏକ ବିଏସଏଫର ୮୨  ବାଟାଲିୟନରେ ଜମ୍ମୁରେ ମୁତୟନ ଥିଲେ। ୧୦ ମାସ ପୂର୍ବରୁ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।  ଗତକାଲି ତାଙ୍କ ଦେହାନ୍ତ ହୋଇଗଲା।

ବିଏସଏଫ ଯବାନ ସୁବୋଧ କୁମାର ନାଏକଙ୍କ ଦେହାନ୍ତ ପରେ ପୈତୃକ ଗ୍ରାମ ସୁନ୍ଦରଗଡ଼ ସଦର ଥାନା ରତନପୁରରେ ବିଏସଏଫ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଯବାନ ସୁବୋଧ କୁମାର ନାଏକ ବିଏସଏଫର ୮୨  ବାଟାଲିୟନରେ ଜମ୍ମୁରେ ମୁତୟନ ଥିଲେ। ୧୦ ମାସ ପୂର୍ବରୁ ରକ୍ତ କର୍କଟରେ ଆକ୍ରାନ୍ତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।  ଗତକାଲି ତାଙ୍କ ଦେହାନ୍ତ ହୋଇଗଲା।

mn

ତାଙ୍କର ଚାକିରି କାଳ ମଧ୍ୟରେ ରାଜସ୍ଥାନ, ସାମ୍ବା ସେକ୍ଟର, ମଦୁରାଇ, ନାଡିଆ, ଜାମ୍ମୁ ଆଦି ସ୍ଥାନରେ ମୁତୟନ ରହିଥିଲେ । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe