ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରୁ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଟକ ନିକଟରେ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର ‌କରାଯାଇଛି। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

New Project (9)

ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଟକ ନିକଟରେ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର ‌କରାଯାଇଛି। ବାଉରିପଦା ସରପଞ୍ଚ ଧରଣୀଧର ନାୟକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବନ୍ଧୁକ ଦେଖି ସିମୁଳିଆ ଥାନାକୁ ଖବର ଦେଇଥିଲେ।

ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଫାଟକ ନିକଟରେ ଗୋଟିଏ ବନ୍ଧୁକ ଓ ଅଫୁଟା ଗୁଳି ଉଦ୍ଧାର ‌କରାଯାଇଛି। ବାଉରିପଦା ସରପଞ୍ଚ ଧରଣୀଧର ନାୟକ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ବନ୍ଧୁକ ଦେଖି ସିମୁଳିଆ ଥାନାକୁ ଖବର ଦେଇଥିଲେ।  ପରେ ପରେ ସେ ଉକ୍ତ ବନ୍ଧୁକ ଓ ଅଫୁଟା ଗୁଳି ସିମୁଳିଆ ଥାନାରେ ଜିମା ଦେଇଥିଲେ। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 ପରେ ପରେ ସେ ଉକ୍ତ ବନ୍ଧୁକ ଓ ଅଫୁଟା ଗୁଳି ସିମୁଳିଆ ଥାନାରେ ଜିମା ଦେଇଥିଲେ। ସିମୁଳିଆ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe