ପ୍ରବାସୀ ଭାରତୀୟ ସମ୍ମିଳନୀର ହ୍ୟାଙ୍ଗର ଭାରତୀୟ ଅଭିଲେଖାଗାରରେ ସ୍ଥାନିତ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜନତା ମଇଦାନରେ ପ୍ରସ୍ତୁତ ହୋଇଥିବା ହ୍ୟାଙ୍ଗରଗୁଡ଼ିକୁ ଭାରତୀୟ ଅଭିଲେଖାଗାରରେ ସ୍ଥାନିତ କରାଯାଇଛି। ଯେଉଁଥିରେ ପ୍ରବାସୀଙ୍କ ଇତିହାସ ଅର୍ଥାତ କେଉଁ କାରଣରୁ କେବେ ଠୁଁ ଭାରତୀୟମାନେ ଯିବା ଆରମ୍ଭ କରିଲେ ବାହାର ଦେଶକୁ ତାହା ଜଣାଯିବ।

ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଜନତା ମଇଦାନରେ ପ୍ରସ୍ତୁତ ହୋଇଥିବା ହ୍ୟାଙ୍ଗରଗୁଡ଼ିକୁ ଭାରତୀୟ ଅଭିଲେଖାଗାରରେ ସ୍ଥାନିତ କରାଯାଇଛି। ଯେଉଁଥିରେ ପ୍ରବାସୀଙ୍କ ଇତିହାସ ଅର୍ଥାତ କେଉଁ କାରଣରୁ କେବେ ଠୁଁ ଭାରତୀୟମାନେ ଯିବା ଆରମ୍ଭ କରିଲେ ବାହାର ଦେଶକୁ ତାହା ଜଣାଯିବ।

ଶ୍ରମିକ ଭାବେ ବାହାରକୁ ଯାଇଥିବା ଭାରତୀୟ ଏବେ ରାଜନୀତି ଠୁଁ ନେଇ ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଏବେ ପ୍ରବାସୀ ଭାରତୀୟ କେତେ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି ସେ ସବୁ ଜିନିଷ ଏଥିରେ ଦର୍ଶାଯାଇଛି। ଏଲିଡି ମାଧ୍ୟମରେ ଏ ସବୁ ଜିନିଷକୁ ଦେଖିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe